ସୁପ୍ରିମକୋର୍ଟର କଡ଼ା ତାଗିଦ ସତ୍ତେ୍ୱ୍ୱ ଆନ୍ଦୋଳନ, ବନ୍ଦ ରହିଲା କୋର୍ଟ କଚେରୀ

ସମ୍ବଲପୁର : କୋର୍ଟ କଚେରୀ ବନ୍ଦ ଆନ୍ଦୋଳନରୁ ବିରତ ରହିବାକୁ ସୁପ୍ରିମକୋର୍ଟର କଡ଼ା ତାଗିଦ ସତ୍ତେ୍ୱ ସମ୍ବଲପୁରରେ ଆଜି ଓକିଲ ଓ ଜନସାଧାରଣଙ୍କ ପକ୍ଷରୁ ଆନ୍ଦୋଳନ ଅବ୍ୟାହତ ରହିଛି । ସବୁ ଦିନପରି ଜିଲ୍ଲା ଜଜ ନିଜ ସହଯୋଗୀ ମାନଙ୍କ ସହିତ ନିଜ କାର୍ଯ୍ୟରେ ଯୋଗ ଦେବାକୁ ଆସି କଚେରୀ ଛକଠାରେ
Read More...

ବୌଦ୍ଧ ଜିଲ୍ଲାର ଜଳସେଚନ ସମସ୍ୟା ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ : ନଦନଦୀରେ ପରିପୂର୍ଣ୍ଣ ବୌଦ୍ଧ ଜିଲ୍ଲା ରକ୍ଷଣା ବେକ୍ଷଣ ଅଭାବରୁ ବୌଦ୍ଧ ଜିଲ୍ଲାର ଚାଷୀ ବାରମ୍ବାର ମରୁଡିର ସମ୍ମୁଖୀନ ହେଉଛନ୍ତି । ଭାରତୀୟ କିଷାନ ସଂଘ ଆଜକୁ ପ୍ରାୟ ୧୧ ବର୍ଷ ହୋଇ ସାଲୁଙ୍କି ନଦୀର ଗମ୍ଭିରା ଦରହଠାରେ ଏକ ଜଳ ଭଣ୍ଡାର ନିର୍ମାଣ ଦାବିକୁ ସରକାର ଅଣଦେଖା କରି ଆସୁଛନ୍ତି
Read More...

୭ଦଫା ଦାବିରେ ଆଶା କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବାଲିଗୁଡ଼ା : ୭ ଦଫା ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ସମୁହ ଆଶା କର୍ମୀ । ଆଶା କର୍ମୀ ମାନଙ୍କର ଦୀର୍ଘ ଦୀନର ନ୍ୟାର୍ଯ୍ୟ ଦାବି ପୂରଣ ହୋଇନଥିବାରୁ ଭାରତୀୟ ମଜଦୁର ସଂଘ
Read More...

ମୋଡେଲ ଅଙ୍ଗନୱାଡି କେନ୍ଦ୍ର ଓ ପାଠାଗାର ଉଦଘାଟନ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଅନ୍ତର୍ଗତ କରୁଆଁଝର ପଞ୍ଚାୟତ ଝଲିଆଲିଟି ଅଙ୍ଗନୱାଡି କେନ୍ଦ୍ରକୁ ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ତରଫରୁ କରୁଆଁଝର ପଞ୍ଚାୟତ ର ଏହି ଅଙ୍ଗନୱାଡି କେନ୍ଦ୍ରକୁ ମୋଡେଲ କେନ୍ଦ୍ର କରାଯାଇଛି । ଏହି କେନ୍ଦ୍ର କୁ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ
Read More...

ଝିଅକୁ ହତ୍ୟା ଅଭିଯୋଗ ଆଣିଲେ ବାପା

ବଲାଙ୍ଗୀର: ଜ୍ୱାଇଁ ଓ ଶାଶୁ ଘରଲୋକ ଝିଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ଝିଅର ବାପା ଦେବ ପଧାନ । ଅଭିଯୋଗ ଅନୁସାରେ,ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗ୍ରାମର ଦେବଙ୍କ ଝିଅ ରୁକୁଣୀ ଏପ୍ରିଲ ୨୦୨୧ରେ ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପୁଆ ଗ୍ରାମର ରଞ୍ଜନ
Read More...

ପୁଣି ବଢ଼ିଲା ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ୍‌ ଅବଧି

କଟକ: ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବାକୁ ମିଳିଲା ମାସେ ମହଲତ । ଯେଉଁ ସବୁ ଗାଡ଼ିର ନମ୍ୱର ପ୍ଲେଟ୍‌ର ଶେଷ ଅଙ୍କ ୧, ୨, ୩, ୪ ରହିଛି, ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବା ଅବଧିକୁ ପୁଣି ମାସେ ବଢ଼ାଇ
Read More...

ଡିସେମ୍ବର ୯ରୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଖାତା ଦେଖା

ଭୁବନେଶ୍ୱର: ଶେଷ ହେଲା ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା । ଡିସେମ୍ବର ୯ରୁ ଆରମ୍ଭ ହେବ ମୂଲ୍ୟାୟନ। ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖିବେ ୧୨ ହଜାର ୪୫୦ ଶିକ୍ଷକ। ସକାଳ ୯ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖାତା ଦେଖା ହେବ । ୧୦ ଦିନରେ ଖାତା ଦେଖା ସାରିବା ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି
Read More...

ଆକ୍ସନ୍‌ ମୋଡ୍‌ରେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ

ଦଶପଲ୍ଲା : ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଗତକାଲି ଦିବା ୧୦ ଘଟିକା ସମୟରେ ଅଚାନକ ଭାବରେ ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ଜାକେଡା ପଞ୍ଚାୟତ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଜାକେଡା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ।
Read More...

ଜାନୁଆରୀ ୪ରୁ ରାଜ୍ୟସ୍ତରୀୟ ଦଶପଲ୍ଲା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଦଶପଲ୍ଲା : - ଦଶପଲ୍ଲାର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ସ୍ପୋର୍ଟିଭ୍‌ ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ଆସନ୍ତା ଜାନୁଆରୀ ୪ ତାରିଖଠାରୁ ରାଜ୍ୟସ୍ତରୀୟ ଦଶପଲ୍ଲା କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ଦଶପଲ୍ଲା ଗାନ୍ଧୀ ପଡ଼ିଆଠାରେ ଅନୁଷ୍ଠିତ ହେବ । ଏନେଇ ଏକ
Read More...

ଜିଲ୍ଲାସ୍ତରୀୟ ଆପଦା ମିତ୍ର ତାଲିମ୍‌ କାର୍ଯ୍ୟକ୍ରମ ଉଦଯାପିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ରଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୁଲ୍ୟରେ ଚାଲିଥିବା ୧୨ଦିନିଆ ତାଲିମ୍‌
Read More...