ବ୍ରାହ୍ମଣୀଗାଁରେ ସୁନେତ୍ର କାର୍ଯ୍ୟକ୍ରମ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହା ବିଦ୍ୟାଳୟଠାରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୪ଟି କ୍ଲଷ୍ଟର ବ୍ରାହ୍ମଣୀଗାଁ,
Read More...

ବ୍ରାହ୍ମଣୀଗାଁରେ ପଞ୍ଚାୟତସ୍ତରୀୟ ଗ୍ରାମ ସଭା ଅନୁଷ୍ଠିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣୀଗାଁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଆଜି ପଞ୍ଚାୟତ ସ୍ତରୀୟ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସଂଯୁକ୍ତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମ ସଭାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରୋମଦ
Read More...

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା, ୨ ମୃତ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନା ନିଲୁଙ୍ଗୀଆ ଗାଁ ଠାରେ ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଲିଙ୍ଗାଗଡ ପଟୁ ଦୁଇଜଣ ବାଇକ ଆରୋହୀ ଗାଡି ନମ୍ବର ଓଡି ୧୨ ସି ୨୫୯୭ ଆସୁଥିଲେ । ଅପରପାଶ୍ୱର୍ରୁ ଜଣେ ଶିକ୍ଷୟତ୍ରୀ ଓ ଜଣେ ମହିଳା କ୍ଲାର୍କ
Read More...

ହରିଶଙ୍କର ମନ୍ଦିରର ୱେବ୍‌ ସାଇଟ୍‌ ଲୋକାର୍ପିତ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରର ୱେବ୍‌ ସାଇଟ୍‌ ଶୁକ୍ରବାର ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଭବ୍ୟ ସମାରୋହ ବି.ଡି.ଓ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ
Read More...

୪୮ଲକ୍ଷ ହିତାଧିକାରୀଙ୍କୁ ମିଳିବ ଶୀତ ସହାୟତା
ମୋଟ ୧୪୬ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁଯାୟୀ,ରାଜ୍ୟର ଗରିବ ଲୋକମାନଙ୍କୁ ମିଳିବ ଶୀତ ସହାୟତା । ଆସନ୍ତା ମଙ୍ଗଳବାର ଅର୍ଥାତ ଡିସେମ୍ବର ପହିଲା ପୂର୍ବରୁ ରାଜ୍ୟର ସମସ୍ତ ୪୮ଲକ୍ଷ ହିତାଧିକାରୀଙ୍କୁ କମ୍ବଳ ବାବଦରେ
Read More...

ପ୍ରି-ୱେଡିଙ୍ଗ ସୁଟିଙ୍ଗ କରିବାକୁ ଆସି କାର ଦୁର୍ଘଟଣାଗ୍ରସ୍ତ, ଦୁଇ ଗୁରୁତର

କୋଣାର୍କ: ଗୁରୁବାର ଅପରାହ୍ଣରେ ପୁରୀ-କୋଣାର୍କ ବେଳାମାର୍ଗ ରାସ୍ତା ରାମଚଣ୍ଡୀ ଥାନା ନିକଟ ଖାଲକଟା ପାଟଣାଠାରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଖବରୁ ଜଣାପଡିଛି ଯେ, ଭୁବନେଶ୍ୱର ଧର୍ମ ବିହାର ଅଂଚଳରୁ କୋଣାର୍କ ଚନ୍ଦ୍ରଭଗା
Read More...

ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର : ଓଡିଶା ସାମ୍ବାଦିକ ସଂଘ (ଓ.ଜେ.ୟୁ) ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୧୦ ଦଫା ସମ୍ବଳିତ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ
Read More...

ଭିଜିଲାନ୍ସ ଜାଲରେ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ

ବୌଦ୍ଧ,୨୫/୧୧:- ପନ୍ଦର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୌଦ୍ଧ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ସୂଚନା ମୁତାବକ ବୌଦ୍ଧ ନୂଆସାହିରେ ଅବସ୍ଥିତ ବୈଜୟନ୍ତୀ ଆଗ୍ରୋ ମେସିନରୀର ମାଲିକ ସପ୍ନେଶ୍ୱର ଖୁଣ୍ଟିଆ ତାଙ୍କର ସେଲସମ୍ୟାନ ମନୋଜ କୁମାର
Read More...

ପୁଣି ମନମୋହିବ କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀକ ବାଲୁକା କଳା ମହୋତ୍ସବ

ପୁରୀ : ପୁଣି ମନମୋହିବ କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀକ ବାଲୁକା କଳାମହୋତ୍ସବ । ଚଳିତ ଉତ୍ସବରେ ନାମିଦାମୀ କଳାକାରଙ୍କ ଦ୍ୱାରା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ହେବ ନୃତ୍ୟ ପରିବେଷଣ । ଚନ୍ଦ୍ରଭାଗା ବେଳା ଭୂମିରେ ନିଖୁଣ କଳା ପରିଦର୍ଶନ କରିବେ ବାଲୁକା ଚିତ୍ର ଶିଳ୍ପୀ । କୋଣାର୍କ
Read More...

ଶ୍ରୀମନ୍ଦିରରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା

ପୁରୀ : ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି । ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଆପାତକାଳିନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା କରାଯାଇଛି । ପୁରୀ
Read More...