ବୌଦ୍ଧ ପଲ୍ଲିଶ୍ରୀ ମେଳା ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା
ବୌଦ୍ଧ,୧୪/୧:- ଆଜି ଜିଲ୍ଲା ପ୍ରଶାସନ ତରଫରୁ ବୌଦ୍ଧ ପଲ୍ଲିଶ୍ରୀ ମେଳା ଅବସରରେ ମହୋତ୍ସବ ପଡିଆରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବମୋଟ ୯୨୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରେ ଜ଼ିଲ୍ଲାର ବିଭିନ୍ନ ବିଦ୍ୟାଳୟର ୮୧୯ ଜଣ ଛାତ୍ରଛାତ୍ରୀ ଏବଂ ୧୦୮ ଜଣ!-->…
Read More...
Read More...