ମଣ୍ଡେଇ କପ୍ ଫୁଟବଲ, ରାଇଘର ଚାମ୍ପିୟନ
ନବରଙ୍ଗପୁର:-ସ୍ଥାନୀୟ କଲେଜ ପଡିଆ ଠାରେ ଅନୁଷ୍ଠିତ ମଣ୍ଡେଇ କପ ଫୁଟବଲ ଟୁର୍ଣ୍ଣମେଣ୍ଟର ଫାଇନାଲରେ ରାଇଘର ଦଳ ସହ ନବରଙ୍ଗପୁର ପୌରପାଳିକା ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଯାଇଛି । ଖେଳର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ ଦେଇ ପାରିନଥିଲେ । ଶେଷରେ!-->…
Read More...
Read More...