ପୁରୀରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ପୁରୀ :ଚାଲୁଅଛି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ (ଜାନୁଆରୀ ୧୧ ରୁ ଜାନୁଆରୀ ୧୭) ୨୦୨୩ । ଆଜି ପଞ୍ଚମ ଦିବସରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ବିରହରେକୃଷ୍ଣପୁର ଛକ ନିକଟରେ ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ "ଆମ ବାର୍ତ୍ତା,!-->…
Read More...
Read More...