ମଙ୍ଗଳ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଯାପିତ

0 29

ଭିଏସସନଗର “ମା ଗୋଜବାୟାଣୀ କ୍ରିକେଟ୍ କ୍ଲବ” ତତଫରୁ ତିନିଦିନ ବ୍ୟାପୀ ଚାଲିଥିବା ମଙ୍ଗଳ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପୁରସ୍କାର ପ୍ରଦାନ ଉତ୍ସବରେ ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀ ଦେଵୀ ରଞ୍ଜନ ତ୍ରିପାଠୀ, ଓଡ଼ିଶା ମୋ ପରିବାର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ , ଛାତ୍ର ବିଜେଡି ରାଜ୍ୟ ଉପସଭାପତି ପ୍ରଦୋଷ ପରିଡ଼ା, ୱାର୍ଡ ନମ୍ବର -୧୧କର୍ପୋରେଟର ଶ୍ରୀମତି ପ୍ରଭାସିନି ମହାନ୍ତି, ୱାର୍ଡ ନମ୍ବର-୧୦ କର୍ପୋରେଟର ଏସ କେ ନୁର ହାସନ୍, ରାଜ୍ୟ ଛାତ୍ରବିଜେଡି ସହ ସମ୍ପାଦକ ଶ୍ରୀ ସୌମ୍ୟ ରଂଜନ ପ୍ରଧାନ, ବରିଷ୍ଠ ନାଗରିକ ଶ୍ରୀ ଶିବ ପ୍ରସାଦ ମିଶ୍ର, ବରିଷ୍ଠ ଆଡଭୋକେଟ ଅନୁପମ ମହାନ୍ତି, ଯୁବ ନେତା ଶ୍ରୀ ବିଭୁଦତ ରଥ, ଛାତ୍ର ବିଜେଡି ନେତା ଶ୍ରୀ ଦୀନବନ୍ଧୁ ପତି ଅତିଥି ଭାବରେ ଯୋଗଦେଇ ଫାଇନାଲ ମ୍ୟାଚରେ ବିଜୟୀ ରସୁଲଗଡ଼ ଟିମକୁ ୧୫୦୦୦ ଟଙ୍କା ପୁରସ୍କାର ରାଶି ସହିତ ବିଜୟୀ କପ୍ ଓ ହଂସପାଳ ଟିମକୁ ୯୦୦୦ ଟଙ୍କା ସହିତ ରନରସ ଅଫ୍ କପ ପ୍ରଦାନ କରିଥିଲେ। ସବୁ ମ୍ୟାଚ୍ ଗୁଡିକୁ କାର୍ତ୍ତିକେଶ୍ୱର ମହାପାତ୍ର, ଅଜୟ ବେହେରା, ଦିଲ୍ଲୀପ ସାହୁ, କ୍ଲବ୍ ର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ | ଏହି ତିନିଦିନିଆ ମ୍ୟାଚରେ ବିଭିନ୍ନ ଅଞ୍ଚଳରୁ ୨୨ ଗୋଟି ଟିମ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

18 − 12 =