ଓଲଟିଲା ବାଲି ବୋଝେଇ ଟ୍ରକ
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଦଶପଲ୍ଲା- ଭଂଜନଗର ରାସ୍ତାର ପଙ୍କାଳ ସାହି ଜଙ୍ଗଲ ମଧ୍ୟରେ ଭାରସାମ୍ୟ ହରାଇ ଓଡି-୧୯ଇ-୨୬୫୪ ନମ୍ବର ଥିବା ଏକ ବାଲି ବୋଝେଇ ଟ୍ରକ ରାସ୍ତା କଡ଼ରେ ଓଲଟି ପଡିଛି । ସୂଚନା ଯୋଗ୍ୟ ଯେ ଟ୍ରକଟି ଗଣିଆଠାରେ ଥିବା ମହାନଦୀ ବାଲି ଘାଟରୁ ବାଲି!-->…
Read More...
Read More...