ସୁନାବେଶରେ ଦର୍ଶନ ଦେଲେ ନୀଳମାଧବ
କଣ୍ଟିଲୋ : - ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋ ନୀଳମାଧବ ପୀଠରେ ଆଜି ପୌଷ ପୂର୍ଣ୍ଣିମା ତିଥିରେ ନୀଳମାଧବଙ୍କ ପୁଷ୍ୟାଭିଷେକ ଓ ସୁନାବେଶ ନୀତି ଅନୁଷ୍ଠିତ ହୋଇଛି ବୋଲି ମନ୍ଦିର ପ୍ରଶାସନ ତରଫରୁ ମ୍ୟାନେଜର ହରିହର ଦାଶ ସୂଚନା ଦେଇଛନ୍ତି । ଗତକାଲି ୫ ତାରିଖ ଗୁରୁବାର ଅଧିବାସ ସହ ୬!-->…
Read More...
Read More...