ଦାରିଙ୍ଗବାଡ଼ି ବଜାରରେ ଫୁଟିଲା ଗୁଳି, ଜଣେ ଗୁରୁତର
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଚାରି ଛକରେ ଫୁଟିଲା ଗୁଳି । ଦେଶୀ ବନ୍ଧୁକରୁ ଗୁଳି ଫୁଟି ଜଣେ ଗୁରୁତର । ଗୁରୁତର ଜଣକ ହେଲେ କୋଟଗଡ ଥାନା ରଡ଼ା ଗ୍ରାମର ଏଲିଅ ସୁନାମାଝୀ । ଆହତଙ୍କୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ଅବସ୍ଥା!-->…
Read More...
Read More...