ବିଦ୍ୟୁତ୍ କର୍ମଚାରୀଙ୍କ ସୁରକ୍ଷିତ କର୍ମ ସମ୍ପାଦନ ନିମନ୍ତେ ଶପଥ ଗ୍ରହଣ
ଘୁ.ଉଦୟଗିରି:- କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ପ୍ରେକ୍ଷାଳୟ ଠାରେ ସ୍ଥାନୀୟ ଟିପିଏସଓଡିଏଲର ବିଦ୍ୟୁତ୍ କାର୍ଯ୍ୟାଳୟ ଅଧିକାରୀ ଏସଡିଓ ଶ୍ୟାମ ସୁନ୍ଦର ବେହେରାଙ୍କ ତତ୍ତ୍ୱାବଧାନରେ ବିଦ୍ୟୁତ୍ କର୍ମଚାରୀଙ୍କ ସୁରକ୍ଷିତ କର୍ମ ସମ୍ପାଦନ କରିବା ନିମନ୍ତେ ପ୍ରତିଜ୍ଞା ବା ଶପଥ ଗ୍ରହଣ କରିବା!-->…
Read More...
Read More...