ନାଜାଲ ଭ୍ୟାକସିନକୁ ଅନୁମତି

0 39

ନୂଆଦିଲ୍ଲୀ: ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକସିନକୁ ଅନୁମତି ମିଳିଛି ।  ବୁଷ୍ଟର ଡୋଜ ଭାବେ ନେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।  ଆଜିଠାରୁ କୋୱିନ ଆପରେ ଏହା ଉପଲବ୍ଧ ହେବା ନେଇ ସୂଚନା ମିଳିଛି ।  ପ୍ରଥମ ପର୍ଯ୍ୟାୟରେ ଏହା ଘରୋଇ ହସ୍ପିଟାଲରେ ମିଳିବ ବୋଲି ଜଣାଯାଇଛି । 

hiranchal ad1
Leave A Reply

Your email address will not be published.

3 × three =