ଦେଶରେ କରୋନା ଡର, ନୂଆ ବର୍ଷ ପାଇଁ ଆସିବ ଗାଇଡଲାଇନ

0 39

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ଡର । କିଛି ଦିନର ନିରବତା ପରେ କରୋନା ଏବେ ପୁଣି ଥରେ ଡରାଇବା ଆରମ୍ଭ କରିଛି । କରୋନାକୁ ରୋକିବା ପାଇଁ ସମୀକ୍ଷା ଆରମ୍ଭ ହୋଇଯାଇଥିବାବେଳେ ସାମାଜିକ ଦୂରତା, ଟିକାକରଣ ଓ ମାସ୍କ ପରିଧାନକୁ ଗୁରୁତ୍ୱ ଦିଆଯାଉଛି । ଏହାରି ଭିତରେ ଆଗକୁ ଆସୁଛି ନୂଆ ବର୍ଷ । ତେଣୁ ଗହଳି ହେବାର ପ୍ରବଳ ସମ୍ଭାବନା ରହିଛି । ନୂଆବର୍ଷ ଓ ଆସନ୍ତା ପର୍ବପର୍ବାଣୀ ପାଇଁ ନୂଆ ଗାଇଡଲାଇନ ଆସିବ । କୋଭିଡ ସ୍ଥିତି ସମୀକ୍ଷା କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ଗାଇଡଲାଇନ ଜାରି କରିବ । ଭିସି ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟମାନଙ୍କର ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । 

hiranchal ad1
Leave A Reply

Your email address will not be published.

nine + eight =