୨୭ରେ ବରଗଡ଼ ଧନୁଯାତ୍ରା

0 186

ବରଗଡ଼: ଆସନ୍ତା ୨୭ ତାରିଖରେ ବରଗଡ଼ ଧନୁଯାତ୍ରା। ଆଉ ଦିନ କେଇଟା ରହିଥିବା ବେଳେ, କଳାକାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ। ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଳାକାର ମାନେ ଦିନରାତି ଏକ କରିଦେଇ ରିହର୍ସାଲ କରୁଛନ୍ତି। ରିହର୍ସାଲର ଅନ୍ତିମ ପର୍ଯ୍ୟାୟରେ କୃଷ୍ଣ ବଳରାମଙ୍କ ସହ ମହାରାଜ କଂସଙ୍କ ଯୁଦ୍ଧ ଓ କଂସ ବଧର ଅଭ୍ୟାସ ହୋଇଥିଲା। ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୦ ବର୍ଷରେ ପାଦଥାପିଛି।

hiranchal ad1
Leave A Reply

Your email address will not be published.

thirteen − 6 =