କିଶୋର ଛୋଟରାୟ ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ନିର୍ବାଚିତ
ପୁରୀ : ପିପିଲି ପୋପରଙ୍ଗା ସେବା ସମବାୟ ସମିତିର ନିର୍ଦ୍ଦେଶକ କିଶୋର ଛୋଟରାୟ ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ନିର୍ବାଚିତ ହୋଇଛନ୍ତି । ଏଥିପାଇଁ ବ୍ୟାଙ୍କ ପରିସରରେ ବୁଧବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲୀପ ମହାପାତ୍ରଙ୍କ!-->…
Read More...
Read More...