ପୁଣି ଅଶାନ୍ତ ପିପିଲି : ବାଇକ ଓ ସାଇକେଲରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ପୁରୀ : ପୁଣି ଅଶାନ୍ତ ପିପିଲି । ବାଇକ ଓ ସାଇକେଲରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ପିପିଲି ଦରଜି ସହିରେ ଘଟିଛି ଅଘଟଣ । କାନୁନ ମହାପାତ୍ରଙ୍କ ବାଇକ ଓ ସାଇକେଲକୁ ପୋଡି ଦେଲେ ଦୁର୍ବୃତ୍ତ । ଗତ କିଛି ଦିନ ଧରି ପିପିଲିରେ ଉତ୍ତେଜନା ଲାଗି ରହିଥିବା ବେଳେ
Read More...

ଅବକାରୀ ବିଭାଗ ଚଢ଼ାଉ : ୮ କୁଇଣ୍ଟାଲ ୧୪ କିଲୋ ମହୁଲ ଜବତ

ଖଜୁରୀପଡ଼ା: କନ୍ଧମାଳ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିନ ଫୁଲବାଣୀ ଅବକାରୀ ମୋବାଇଲ ଟିମ୍‌ ତଥା ସଦର ଅବକାରୀ ଷ୍ଟେସନ ଷ୍ଟାଫ୍‌ ମିଳିତ ଭାବେ ସଦର ଥାନା ଅନ୍ତର୍ଗତ ସୁଦ୍ରୁକୁମ୍ପା ଅଂଚଳର ଦେବେନ୍ଦ୍ରନାଥ ମହାନ୍ତି ଓରଫ (କାବୁଲା)ଙ୍କ ଘରେ
Read More...

ଗଜପତି ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳିତ-୨୦୨୨

ପାରଳାଖେମୁଣ୍ଡି : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଜପତି ଜିଲ୍ଲା ସ୍ତରୀୟ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପରିସରରେ ୭୧ତମ ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ -୨୦୨୨ ମହାସମାରୋହରେ ପାଳନ ହୋଇଯାଇଛି ।ଆଜିର କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ
Read More...

ଭକ୍ତି ପୁଷ୍ପାଞ୍ଜଳି ଭଜନ ସନ୍ଧ୍ୟା ଆୟୋଜିତ

ପାରଳାଖେମୁଣ୍ଡି : କଳା ସଂସ୍କୃତିର ସହର ପାରଳାଖେମୁଣ୍ଡି ଜଗନ୍ନାଥ୍‌ ମନ୍ଦିର ନିକଟରେ କାର୍ତ୍ତିକ ମାସ ଉପଲକ୍ଷେ ଭକ୍ତି ପୁଷ୍ପାଞ୍ଜଳି ଏକ ଭଜନ ସନ୍ଧ୍ୟା ଆୟୋଜିତ ହୋଇଯାଇଛି । ଏଥିରେ ଆୟୋଜକ ଅନୁଷ୍ଠାନର ସଭାପତି ହରି ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଦେବୀ
Read More...

ସୁବର୍ଣ୍ଣପୁରଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ସୁବର୍ଣ୍ଣପୁର :ଆର୍ଥିକ ଓ ସାମାଜିକ ନିରାପତ୍ତାକୁ ସୁଦୃଢ କରିବା ସହ ସଂଚୟକୁ ସୁନିଶ୍ଚିତ କରିବା ବାର୍ତ୍ତାରେ ଆଜି ସୁବର୍ଣ୍ଣପୁର ଠାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଭବିଷ୍ୟତକୁ ନଜରରେ ରଖି କଷ୍ଟୋପାର୍ଜିତ ଅର୍ଥର ସଂଚୟ ଆତ୍ମନିର୍ଭର ହେବାକୁ ପ୍ରବର୍ତ୍ତେଇ ଥାଏ ବୋଲି
Read More...

ନଭେମ୍ବର ୩୦ରୁ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌, ୧୬ ପ୍ରଶାସକଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ ହେବ । ଏହାର ଟେକ୍ନିକାଲ ସପୋର୍ଟ ଦାୟିତ୍ୱ ୧୬ ପ୍ରଶାସକଙ୍କୁ ଦିଆଯାଇଛି । ଏଥିରେ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଡାକ୍ତର ବୃନ୍ଦା ଡି, ଜନସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ
Read More...

ଗଜପତି ଜିଲ୍ଲା ସ୍ତରରେ ବିଶ୍ୱ ମିତବ୍ୟୟତା ଦିବସ ପାଳିତ

ଗଜପତି :ବିଶ୍ୱ ମିତବ୍ୟୟତା ଦିବସ ପାଳନ ଅବସରରେ ଗଜପତି ଜିଲ୍ଲାସ୍ତରୀୟ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସଚେତନତା ବାର୍ତ୍ତା ପହଚାଇଛି । ରବିବାର ପୂର୍ବାହ୍ନ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଆୟୋଜିତ ସଚେତନତା ରଥଟିକୁ ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ
Read More...

ଆମ ଆଦମୀ ପାର୍ଟିର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ପାରଳାଖେମୁଣ୍ଡି : ଆମ୍‌ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଗୁମ୍ମା ସ୍ଥିତ ହାଟପଦା ଠାରେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ବିଧାନସଭା ପ୍ରଭାରୀ ବାବୁଲା ରଣାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ବ୍ଲକ ସ୍ତରୀୟ ପ୍ରବନ୍ଧ ଲିଖନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ : ପ୍ରବନ୍ଧରେ ଆଶାରାଣୀ ଓ ବକ୍ତୃତାରେ ପିଙ୍କି ପ୍ରଥମ

ଖପ୍ରାଖୋଲ : ଅକ୍ଟୋବର ୩୧ ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ନିରୋଧ ସଚେତନତା ସପ୍ତାହ ପାଳନ କରାଯାଉଥିବା ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଖପ୍ରାଖୋଲ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର
Read More...

ସମ୍ବଲପୁରକୁ ପରୀକ୍ଷାଗାର ରୂପେ ବ୍ୟବହାରର ବିରୋଧ କରୁଛି ଜିଲ୍ଲା ଓକିଲ ସଂଘ

ସମ୍ବଲପୁର: ସମ୍ବଲପୁରର ଘରେ ଘରେ ବଳପୂର୍ବକ ବିଜୁଳି ବିଭାଗ ପକ୍ଷରୁ ପ୍ରିପେଡ ମିଟର ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ମାର୍ଟ ପାଣି ମିଟର ଲଗାଯିବା ଉପରେ ତୀବ୍ର ପ୍ରତିକ୍ରିୟା ଜଣାଇଛି ଜିଲ୍ଲା ଓକିଲ ସଂଘ । ରାଜ୍ୟରେ ଅନ୍ୟତ୍ର କେଉଁଠାରେ ଏଭଳି କିଛି କାର୍ଯ୍ୟକ୍ରମ ହାତକୁ ନେଇନଥିବା
Read More...