ଭାରସାମ୍ୟ ହରେଇ ଓଲଟିଲା ଟ୍ରାକ୍ଟର, ୨ ଗୁରୁତର
ବାଲିଗୁଡ଼ା: ବାଲିଗୁଡ଼ା ଥାନା ଅନ୍ତର୍ଗତ ଡଲାବାଲି ଘାଟିରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ । ସୂଚନାଯୋଗ୍ୟ ଯେ ଏକ ଟ୍ରାକ୍ଟର ରୁତୁଙ୍ଗିଆ ଅଞ୍ଚଳରୁ ଖତ ବୋଝେଇ କରି ବାରଖମା ଅଞ୍ଚଳର ସଲାଗୁଡା ଗାଁକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଡ୍ରାଇଭର ସମେତ ତିନିଜଣ ଗୁରୁତର!-->…
Read More...
Read More...