ଜାତୀୟ ସ୍ତରରେ ଗ୍ରେଡ B+ ମାନ୍ୟତା ପାଇଲା ପାଟଣାଗଡ଼ ଜବାହାରଲାଲ ମହାବିଦ୍ୟାଳୟ
ପାଟଣାଗଡ: ପାଟଣାଗଡ଼ର ଜଣାଶୁଣା ସର୍ବ ପୁରାତନ ଜବାହାର ଲାଲ କଲେଜକୁ ଜାତୀୟ ସ୍ତରରେ ମାନ୍ୟତା ମିଳିଛି । ଜାତୀୟ ମୂଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ (ନାଗ୍) ଦ୍ୱାରା ଜାତିୟ ସ୍ତରରେ B+ ଗ୍ରେଡର ମାନ୍ୟତା ପାଇଛି ।ଜିଲ୍ଲାରେ ପ୍ରଥମ କରି ପାଟଣାଗଡ଼ ଜବାହାର ଲାଲ ମହାବିଦ୍ୟାଳୟ ଏହି ମାନ୍ୟତା!-->…
Read More...
Read More...