ବର୍ଷାଙ୍କୁ ଅଦାଲତି ଝଟକା, ଘର ଚାବି ହସ୍ତାନ୍ତର ଲାଗି ନିର୍ଦ୍ଦେଶ
କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରବାରିକ ମାମଲାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବର୍ଷା ଘର ଛାଡ଼ିବା ଘଟଣାରେ ଅନୁଭବଙ୍କ ହୋଇଥିବା ପିଟିସନ ଖାରଜ ଏବଂ ବର୍ଷା କୋର୍ଟରେ ଘର ଛାଡ଼ିବା ପରେ ପାଖରେ ରଖିଥିବା!-->…
Read More...
Read More...