୩୨ ଦାଦନ ଶ୍ରମିକ ଉଦ୍ଧାର, ୨ ଦାଦନ ଦଲାଲ ଗିରଫ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଶୁକ୍ରବାର ପେଟ୍ରୋଲିଂ ସମୟରେ ଗମ୍ଭାରୀ ଛକ ଠାରୁ ୧୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ଏହାପରେ ଦିନ ୧୧ଟାରେ ଭେଲୁଆଁଖୋଲ ନିକଟରୁ ପିଙ୍କି ନାମକ ଏକ ବସ୍‌ରୁ ୨୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏହା ସହ
Read More...

ମହାନଗର ନିଗମର ଅବହେଳାରୁ ନବନିର୍ମିତ ପୋଲ ଉପରେ ବସୁଛି ପରିବା ବଜାର

ସମ୍ବଲପୁର: ସମ୍ବଲପୁର ମହାନଗର ଅନ୍ତର୍ଗତ ଗୋବିନ୍ଦତୋଲାରୁ ଧନୁପାଲି ରାସ୍ତା କଡରେ ଦୀର୍ଘ ବର୍ଷ ହେଲା ଛୋଟ ମୋଟ ପରିବା ବେପାରୀର ବଜାର ବସୁଥିଲା । ସେମାନଙ୍କ ଥଇଥାନ କରିବା ଉଦ୍ଦେଶ୍ୟରେ ଗୋବିନ୍ଦତୋଲା ଠାରେ ପାଞ୍ଚ ବର୍ଷ ପୂର୍ବେ ପ୍ରାୟ ୧୨.୫୩ ଲକ୍ଷ ଟଙ୍କା ବ୍ୟୟରେ ସମ୍ବଲପୁର ମହାନଗର ନିଗମ
Read More...

ଜିଲ୍ଲାସ୍ତରୀୟ ଆୟୋଡିନ ଅଭାବ ଜନିତ ରୋଗ ନିୟନ୍ତ୍ରଣ ଦିବସ ପାଳିତ

ସୁବର୍ଣ୍ଣପୁର : ମଣିଷ ଶରୀର ପାଇଁ ଆୟୋଡିନ ଏକ ଆବଶ୍ୟକୀୟ ଅଣୁ ପୋଷକ ତତ୍ତ୍ୱ, ଯାହା ସ୍ୱାଭାବିକ ଅଭିବୃଦ୍ଧି ଏବଂ ମାନସିକ ବିକାଶ ଘଟିବା ପାଇଁ ଅତି ଆବଶ୍ୟକ ହୋଇଥାଏ । ଉପଯୁକ୍ତ ମାତ୍ରାରେ ଆୟୋଡିନଯୁକ୍ତ ଲୁଣ ସେବନ ହିଁ ଆୟୋଡିନ୍‌ ଅଭାବ ଜନିତ ରୋଗ ନିରାକରଣର ଏକମାତ୍ର ଉପାୟ । ତେଣୁ ହସୁଥିବା
Read More...

ବୌଦ୍ଧ: ୬୩ ତମ ପୋଲିସ ସହିଦ ଦିବସ ପାଳିତ

ବୌଦ୍ଧ,୨୧/୧୦- ଆଜି ପଞ୍ଚମ ଆଇଆରବି ବାଟାଲିଅନ ବଲାସିଙ୍ଗା ପଡିଆଠାରେ ବୌଦ୍ଧ ପୋଲିସ ପକ୍ଷରୁ ୬୩ ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା ଯୋଗଦେଇ ସହିଦ ସ୍ତମ୍ବରେ ମାଲ୍ୟାର୍ପଣ କରି ସହିଦମାନଙ୍କ ସୃୃତିଚାରଣ
Read More...

ଟି-୨୦ ବିଶ୍ୱକପରୁ ବିଦା ହେଲା ୱେଷ୍ଟଇଣ୍ଡିଜ୍‌

ହୋବାର୍ଟ: ଟି-୨୦ ୱାର୍ଲଡ କପ୍‌ ୨୦୨୨ରେ ଏକ ବଡ ଧରଣର ପରିବର୍ତ୍ତନ ଦେଖାଯାଇଛି। ୨ ଥର ଟାଇଟଲ ଜିତିସାରିଥିବା ୱେଷ୍ଟଇଣ୍ଡିଜ୍ ଟିମ୍‌ କ୍ୱାଲିଫାଇଂ ରାଉଣ୍ଡରେ ବାହାରିଯାଇଛି। ଶୁକ୍ରବାର ୱେଷ୍ଟଇଣ୍ଡିଜ୍‌ର ଆୟରଲ୍ୟାଣ୍ଡ ବିରୋଧରେ କର ଅବା ମର ମୁକାବିଲାଥିଲା। ଏଥିରେ ୱେଷ୍ଟ ଇଣ୍ଡିଜ୍‌କୁ ୯
Read More...

ଅବ୍ୟବସ୍ଥା ଘେରରେ ଫୁଫୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ, ୮ ଟି ଶ୍ରେଣୀକୁ ୩ ଶିକ୍ଷକ

ନନ୍ଦାହାଣ୍ଡି,୨୧/୧୦- ଫୁପୁଗାଁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୮ଟି ଶ୍ରେଣୀକୁ ୩ ଶିକ୍ଷକ ପାଠ ପଢାଉଥିବାରୁ ପାଠପଢାରେ ନାନା ସମସ୍ୟା ସୃଷ୍ଟି ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୪ ମସିହାରେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଫୁପୁଗାଁ ଗ୍ରାମରେ ଏକ ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ
Read More...

ମଡେଲ ଡିଗ୍ରୀ କଲେଜରେ ଏନଏସଏସର କର୍ମଶାଳା

ନବରଙ୍ଗପୁର,୨୧/୧୦:- ନବରଙ୍ଗପୁର ଜିଲ୍ଲାର ଟିର୍ଲିଅମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ବର୍ଷରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଜାତୀୟ ସେବା ଯୋଜନାରେ ଯୋଗଦେବା ପାଇଁ ଉତ୍ସାହିତ କରାଯାଇଥିଲା ।
Read More...

୬୩ତମ ପୋଲିସ ସହିଦ ଦିବସ ପାଳିତ

ପୁରୀ : ରିଜର୍ଭ ପୋଲିସ ପଡିଆରେ ପାଳିତ ହୋଇଛି ୬୩ତମ ପୋଲିସ ସହିଦ ଦିବସ । ଏସପି କେ ବିଶାଲ ସିଂ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ ସ୍ତମ୍ବରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ । ସେ କହିଲେ ଯେ ସହିଦଙ୍କ ବଳିଦାନ ଆମ ପାଇଁ ପ୍ରେରଣାର ଉତ୍ସ । ପୋଲିସ ଲୋକମାନଙ୍କୁ
Read More...

ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

ତେନ୍ତୁଳିଖୁଣ୍ଟି,୨୧/୧୦- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ଲାଗି ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଲେ ଭଗତ ମାଝୀ ବୟସ ୩୨ ବର୍ଷ । ବାଇକରେ ବସିଥିବା ଅନ୍ୟଜଣେ ବ୍ୟକ୍ତିଙ୍କ କୌଣସି କ୍ଷତି
Read More...

ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

ଇଟାନଗର: ଆଜି ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ଉପର ସିଆଙ୍ଗ୍‌ ଜିଲ୍ଲାରେ ସେନାର ଗୋଟାଏ ଆଡ୍‌ଭାନ୍‌ସ୍‌ଡ୍‌ ଲାଇଟ୍‌ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ପ୍ରତିରକ୍ଷା କର୍ମଚାରୀମାନେ କହିଛନ୍ତି। ଉପର ସିଆଙ୍ଗ୍‌ ଜିଲ୍ଲାସ୍ଥିତ ତୁତିଙ୍ଗ୍‌ ମୁଖ୍ୟାଳୟଠାରୁ ୨୫ କିଲୋମିଟର୍‌
Read More...