ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା

ଆଠଗଡ଼ : ଆଠଗଡ ଧବଳେଶ୍ୱର ପୀଠରେ ଆଜି ଜାରି ହୋଇଛି ୧୪୪ ଧାରା । ଝୁଲାପୋଲର ମରାମତି ପାଇଁ ଜାରି ହେଲା ୧୪୪ ଧାରା । ଏନେଇ ସୂଚନା ଦେଲେ ଆଠଗଡ଼ ଉପଜିଲ୍ଲାପାଳ । ଡଙ୍ଗାରେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ଏହି ନିର୍ଦ୍ଦେଶ ଅନିର୍ଦ୍ଦିଷ୍ଟ
Read More...

ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ!
ଡାକ୍ତରଙ୍କ ବିନା ପରାମର୍ଶରେ ରୋଗୀଙ୍କୁ ଦିଆଯାଉଛି ଔଷଧ

ଖପ୍ରାଖୋଲ : ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ତଥା ଚିକିତ୍ସା କ୍ଷେତ୍ରରେ ଅଧିକ ଉନ୍ନତି ଆଣି ଏହାକୁ ସମୟୋପଯୋଗୀ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ, ସେ ଦିଗରେ କାର୍ଯ୍ୟ କରୁଥିବା ବେଳେ କିଛି ଅସାଧୁ ଓ
Read More...

ମଡେଲ ଡିଗ୍ରୀ କଲେଜରେ ଜାତୀୟ ଏକତା ଦିବସ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଟିର୍ଲି ଆମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇ ଯାଇଛି । ଅଧ୍ୟକ୍ଷ ଡଃ. ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଡ଼ଃ. ବିଜୟ
Read More...

ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ପିତୃ ସମ୍ମିଳନୀ

ଫୁଲବାଣୀ : ତୁମୁଡିବନ୍ଧର ଡ଼ଃ ଆମ୍ବେଦକର ଛକରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ପିତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା, ସଂସ୍କାର, ସଂସ୍କୃତିକୁ ପ୍ରାଧାନ୍ୟ ଦେଉଥିବା ଏହି ଅନୁଷ୍ଠାନରେ ଆୟୋଜିତ ସମ୍ମିଳନୀରେ ପ୍ରଧାନାଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ କାର୍ଯ୍ୟକ୍ରମର
Read More...

ପୁରୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ପୁରୀ : ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ, ନେହେରୁ ଯୁବକେନ୍ଦ୍ର ,ସ୍ୱେଚ୍ଛାସେବୀ ସଂଗଠନ ସମ୍ପର୍କ, ଜନ ଶିକ୍ଷଣ ସଂସ୍ଥାନ, ଜଂଗଲି କ୍ଳବ, ଡିଫେନ୍ସ କ୍ଳବ,ପଞ୍ଚମୁଖୀ କ୍ଳବ ର ମିଳିତ ଆନୁକୂଲ୍ୟରେ ଏକତା ଦୌଡ଼ର ଆୟୋଜନ
Read More...

ସୂର୍ଯ୍ୟ ଉପାସନା ଛଟ ପର୍ବ ପାଳିତ

ସମ୍ବଲପୁର: ଆଜି ପ୍ରାତଃକାଳରୁ ମହାନଦୀର ବିଭିନ୍ନ ଘାଟରେ ଉଦୀୟମାନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ ସହିତ ବହୁଚର୍ଚ୍ଚିତ ଛଟପୂଜାର ସମାପନ ହୋଇଯାଇଛି । ପୃଥିବୀର ସମସ୍ତ ଶକ୍ତିର ଉତ୍ସ ହେଉଛନ୍ତି ସୂର୍ଯ୍ୟଦେବତା ଓ ତାଙ୍କ ବିନା ସବୁଆଡେ ଘୋର ଅନ୍ଧକାର ସହ ପୃଥିବୀ ହିମ ଆଚ୍ଛାଦିତ ହେବା
Read More...

କୋହଲିଙ୍କ ହୋଟେଲ ରୁମର ଭିଡିଓ ଲିକ ହେବା ରାଗିଲେ ଅନୁଷ୍କା

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଏବେ ଜାରି ରହିଛି ଟି-୨୦ ବିଶ୍ୱକପ । ଏଥିରେ ଭାରତୀୟ ଦଳ ସାମିଲ ହୋଇଛି । ଏହି ଅବସରରେ ଏକ ସାଂଘାତିକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ନେଇ କ୍ରିକେଟ ପ୍ରଶଂସକଙ୍କ ସହ ସେଲିବ୍ରେଟିମାନେ ଚିନ୍ତା ପ୍ରକଟ କରିଛନ୍ତି । ସାମ୍ନାକୁ ଆସିଥିବା ଭିଡିଓଟି ହେଲା ଭାରତର
Read More...

ଶ୍ରମିକ ମାନ୍ୟତା ଦାବି, ଆନ୍ଦୋଳନ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରସ୍ତୁତି ସମାବେଶ

ସମ୍ବଲପୁର: ଅଙ୍ଗନୱାଡ଼ି କର୍ମୀଙ୍କୁ ଶ୍ରମିକ ମାନ୍ୟତା ସହିତ ଦଶ ହଜାର ଟଙ୍କା ପେନସନ ଓ ସାମାଜିକ ନିରାପତ୍ତା ଯୋଗାଇଦେବା, ଶ୍ରମ ସମ୍ମିଳନୀର ନିଷ୍ପତ୍ତି ଅନୁଯାୟୀ ୨୬ ହଜାର ଦରମା, ସମାନ କାମକୁ ସମାନ ଦରମା, ମିନୀ କର୍ମୀଙ୍କୁ ଅଙ୍ଗନୱାଡି କର୍ମୀ ମାନ୍ୟତା, କର୍ମୀଙ୍କୁ ଶହେରୁ ଶହେ
Read More...

ଝୁଲା ପୋଲ ଭୁଶୁଡିବା ଘଟଣା, ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି

ମୋର୍‌ବୀ: ରବିବାର ସନ୍ଧ୍ୟା ବେଳେ ଗୁଜରାଟର ମୋର୍‌ବୀ ଜିଲ୍ଲାରେ ପ୍ରବାହିତ ମଚ୍ଛୁନଦୀ ଉପରେ ନିର୍ମିତ ଝୁଲା ପୋଲ ଭୁଶୁଡିବା ଘଟଣା, ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧିଭାଙ୍ଗିପଡ଼ିବା ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଥିବା ଲୋକଙ୍କ ସଂଖ୍ୟା ୧୩୨କୁ ବୃଦ୍ଧି ପାଇଥିବା କଥା ଆଜି ସକାଳେ ଗୁଜରାଟର
Read More...

ଖପ୍ରାଖୋଲରେ ସିଆରପିଏଫ୍‌ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ସିଆରପିଏଫ୍‌ ୧୮୯ ବାଟାଲିୟନ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ସଚେତନତା କାର୍ଯ୍ୟକ୍ରମ କମାଣ୍ଡେଣ୍ଟ ପବନ କୁମାର ତିୱାରୀଙ୍କ ନିର୍ଦ୍ଦେଶରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ବାବୁଲ କୁମାର ରୋୟଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଟିତ ହୋଇଯାଇଛି ।
Read More...