ୟୁକ୍ରେନ ଉପରେ ୫୦ରୁ ଅଧିକ କ୍ଷେପଣାସ୍ତ୍ର ପକାଇଲା ରୁଷ୍
କିବ୍ : ଗତ କିଛି ଦିନ ହେଲା ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ଆକ୍ରମଣ ସଂଖ୍ୟା ବଢିଯାଇଛି । ବିଶେଷ କରି କ୍ରିମିଆ ବ୍ରିଜ ଉପରେ ବୋମା ବିସ୍ଫୋରଣ ପରେ ରୁଷ ଅଧିକ ପ୍ରତିହିଂସା ପରାୟଣ ହୋଇପଡ଼ିଛି । ରାଜଧାନୀ କିବ୍ ସମେତ ଅନ୍ୟ ସହରରେ ପ୍ରାୟ ପ୍ରତିଦିନ ଘନ ଘନ କ୍ଷେପଣାସ୍ତ୍ର ମାଡ଼!-->…
Read More...
Read More...