ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ
କୋରାପୁଟ: ଆଜି ସକାଳ ୬ଟାରେ ବିଜୟନଗରମ-କୋତବଲସା ରାସ୍ତାରେ ଏକ ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଛି। ଯାହାଫଳରେ ରେଳ ଯାତାୟତରେ ବାଧା ସୃଷ୍ଟି ହୋଇଛି। ବହୁ ଯାତ୍ରୀବାହୀ ଟ୍ରେନକୁ ନିୟନ୍ତ୍ରଣ କରାଯାଇଛି। ନିୟନ୍ତ୍ରଣ କରାଯାଇଥିବା ଟ୍ରେନ ମଧ୍ୟରେ ଭୁବେନେଶ୍ୱର ବିଶାଖାପାଟଣା!-->…
Read More...
Read More...