କର୍ଣ୍ଣାଟକ କ୍ଷମତା କନ୍ଦଳ ; ବ୍ରେକଫାଷ୍ଟରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ, କହିଲେ ଏହି ବଡ କଥା
ନୂଆଦିଲ୍ଲୀ; କର୍ଣ୍ଣାଟକ କ୍ଷମତା କନ୍ଦଳରେ କଂଗ୍ରେସ ହାଇକମାଣ୍ଡ ହସ୍ତକ୍ଷେପ କରିଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଏକାଠି ବସି ବିବାଦର ଆପୋସ ସମାଧାନ ଲାଗି ପରାମର୍ଶ ଦେଇଥିଲେ । ସେହିକ୍ରମରେ ଆଜି ଉଭୟଙ୍କ ମଧ୍ୟରେ ବ୍ରେକଫାଷ୍ଟ ବୈଠକ!-->…
Read More...
Read More...