୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୭ବର୍ଷ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୨୬ ନଭେମ୍ବର ୨୦୦୮ ରାତିରେ ମୁମ୍ବାଇରେ ଆତଙ୍କର ଲହରୀ ଖେଳିଯାଇଥିଲା। ଯାହା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏହି ଆକ୍ରମଣରେ ୧୫୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ଆଜି ସେହି ଭୟଙ୍କର ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଛି ୧୭ବର୍ଷ। ସେହି କଳା!-->…
Read More...
Read More...