ଜହ୍ନାପଙ୍କ ହାଇସ୍କୁଲ ୨୦୦୬ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ
ଜହ୍ନାପଙ୍କ:ବୌଦ୍ଧ ବ୍ଳକ ବଢିଗାଁ ପଂଚାୟତ ଅନ୍ତର୍ଗତ ଗିରାଶିଙ୍ଗା ଜଗନ୍ନାଥ ବନପ୍ରକଳ୍ପରେ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ୨୦୦୬ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ରବିବାର ଅନୁଷ୍ଠିତ ହୋଇଯାଇଛି । ଗିରିଧାରୀ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭାରେ ପ୍ରଶାନ୍ତ ପ୍ରଧାନ ସ୍ୱାଗତ ଭାଷଣ!-->…
Read More...
Read More...