ବୌଦ୍ଧ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ

ଜହ୍ନାପଙ୍କ,୨୬/୧୦:- ବୌଦ୍ଧ ବ୍ଲକ ତେଲିବନ୍ଧ ଗ୍ରାମପଞ୍ଚାୟତ ଅଧିନସ୍ଥ ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟ ତେଲିବନ୍ଧ ଠାରେ ବୌଦ୍ଧ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନ ଉଦଘାଟନ କରିଥିବାବେଳେ ସିଆରସିସି
Read More...

ଯାତାୟାତରେ ଅସୁବିଧା ହେଉଥିବାରୁ ଗାଁ ରାସ୍ତା ସଫା କଲେ ଗ୍ରାମବାସୀ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯାଳୟ ଠାରୁ ମାତ୍ର ୨ କିଲୋମିଟର ଦୂରରେ ପୋଢ଼ମୁଣ୍ଡ ଗାଁ ଥାଇ ମଧ୍ୟ ଦୀପ ତଳେ ଅନ୍ଧାର ଭଳି ବହୁ ଅସୁବିଧାରେ ଅଛନ୍ତି । ସୂଚନା ମୁତାବକ, ଗାଁ କୁ ଯିବା ପାଇଁ ଭଲ ରାସ୍ତା ଟିଏ ନାହିଁ, ଛୋଟ ଛୋଟ ପିଲାମାନେ ସ୍କୁଲ ଗଲା ବେଳେ ଦୁର୍ଘଟଣା
Read More...

ପୋଲିସ ଚଢଉ: ଟଙ୍କା ସହ ୬ ଜୁଆଡି ଗିରଫ

ପାଟଣାଗଡ: ପାଟଣାଗଡ଼ ଥାନା ଭଇଷାଁ ଗ୍ରାମର ୬ ଜଣ ପେଷାଦାର ଯୁଆଡିକୁ ପୁଲିସ ଗିରଫ କରିବାସହ ସେମାନଙ୍କ ଠାରୁ ନଗଦ ୧୨ ଟଙ୍କା ଓ ଦୁଇଟି ମୋବାଇଲ ସହ ଏକ ପକେଟ୍‌ ତାସ ଜବତ କରିଛି । ଗିରଫ ଜୁଆଡି ମାନେ ହେଲେ ଭଇଷାଁ ଗ୍ରାମର ଅଜୟ ତୁମୁନିଆ, ଗୋବିନ୍ଦ ବିସୋଇ, ନରେନ୍ଦ୍ର ଷାଣ୍ଡ, ପଦ୍ମଲୋଚନ ନାଗ,
Read More...

ଏସଓଜିର ଦମଦାର ବିଜୟ, ପ୍ରେସ ଇଲେଭେନ ପରାସ୍ତ

ଫୁଲବାଣୀ: ଫୁଲବାଣୀ ସ୍ଥିତ ରିଜର୍ଭ ପଡ଼ିଆଠାରେ ସପ୍ତମ ସହୀଦ ସ୍ମୃତି ଉେଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ଟୋଣ୍ଟି ଟୋଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଜିଲ୍ଲାର ବଛା ବଛା ୧୬ଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଥିବା ବେଳେ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଗ୍ରାଉଣ୍ଡ ୧ରେ ଏସଓଜି ଇଲେଭେନ ଓ
Read More...

ଗାଁ କୁ ନାହିଁ ରାସ୍ତା,ଯାଇପାରିଲାନି ଆମ୍ବୁଲାନ୍ସ , ଖଟିଆରେ ୩ କିଲୋମିଟର ବୁହାହେଲେ ରୋଗୀ

ଦଶପଲ୍ଲା,୨୬/୧୦ : - ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ହେଲେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତରେ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା । ବହୁ କଷ୍ଟରେ ଉକ୍ତ ପଞ୍ଚାୟତ ଅଧୀନ କୋଶଳାଙ୍ଗ ଗ୍ରାମର ଫକୀର ପ୍ରଧାନଙ୍କୁ ଏକ
Read More...

ହେତୁବାଦି ସମାଜ ବିରୋଧରେ ଥାନାରେ ଏତଲା

ପୁରୀ : ହେତୁବାଦି ସମାଜ ବିରୋଧରେ ଥାନାରେ ଏତଲା । ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଗତକାଲି ସୂର୍ଯ୍ୟପରାଗ ସମୟରେ ହେତୁବାଦି ସମାଜ ହିନ୍ଦୁ ଧର୍ମ,ପରମ୍ପରାକୁ ନିନ୍ଦା ଓ ଅପମାନିତ କରିଥିବାରୁ ଏହାକୁ ନେଇ ସମଗ୍ର ବ୍ରାହ୍ମଣ ସମାଜ ମର୍ମାହତ ଥିବା
Read More...

ଧାମନଗର ଉପ-ନିର୍ବାଚନ: ୩୧ ଭର୍ଚୁଆଲରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଧାମନଗରରେ ଉପ-ନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୩୧ରେ ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଧାମନଗର ଉପନିର୍ବାଚନରେ ୨୦୨୦ରେ ହୋଇଥିବା ବାଲେଶ୍ୱର ଓ
Read More...

ବଜାରରେ ଖୁଲମ୍‌ଖୁଲା ବିକ୍ରି ହେଉଛି ଜଙ୍ଗଲୀ ମାଂସ

ଦଶପଲ୍ଲା : ଏବେ ଧାନ ବାହାରିବା ସମୟ । ଦଶପଲ୍ଲା ପଶ୍ଚିମାଞ୍ଚଳର ପାହାଡି ଅଂଚଳରେ ଥିବା ଧାନ କ୍ଷେତରେ ଏବେ ଜଂଗଲି ଜନ୍ତୁଙ୍କୁ ଅବାଧ ପ୍ରବେଶ । ଏହାର ସୁଯୋଗ ନେଇ ବନ୍ୟଜନ୍ତୁ ଶିକାରୀ ଓ ମାଫିଆ ମାନେ ସକ୍ରୀୟ । ପ୍ରତିଦିନ ଶିକାରୀଙ୍କ ବମ୍‌, ଗୁଳି, ଫାସ ଓ ଉଚ୍ଚଶକ୍ତି ସଂପର୍ଣ୍ଣ ବିଦ୍ୟୁତ
Read More...

ଆତ୍ମନିର୍ଭରଶୀଳତା ବଳରେ ଅନ୍ୟମାନଙ୍କ ପାଇଁ ରୋଜଗାର ସୃଷ୍ଟି କରାଯାଉ: ଆରଏସ୍‌ଏସ

ସମ୍ବଲପୁର: ସ୍ଥାନୀୟ ସଂସ୍କୃତି ଭବନ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ) ପକ୍ଷରୁ ସଂଘର ପ୍ରାନ୍ତ କାର୍ଯ୍ୟବାହ ଦୁର୍ଗା ପ୍ରସାଦ ସାହୁ ଆଜିର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ତାଙ୍କର ସାଂଗଠନିକ ନିଷ୍ପତ୍ତି ଓ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ଜଣାଇଥିଲେ । ତାଙ୍କ ସହିତ
Read More...

ବିକ୍ରି ହେଉଛି ଛତୁଆ, ଅଙ୍ଗନୱାଡ଼ି ପିଲାଙ୍କୁ ମିଳୁନି !

ଗୋଳାମୁଣ୍ଡା: ରାଜ୍ୟ ସରକାର ଛୋଟ ଛୋଟ ଛୁଆମାନଙ୍କର ଶରୀର ସୁସ୍ଥ ସବଳ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ପୁଷ୍ଟିକର ଖାଦ୍ୟ ତଥା ଛତୁଆ, ସୁଜିହଲୱା, ଚିନାବାଦାମ ଲଡୁ, ଭାତ, ଡାଲି, ଅଣ୍ଡା ଆଦି ଛୁଆମାନଙ୍କୁ ଦେବା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଯୋଗାଇଥାନ୍ତି । କେତେକ
Read More...