ଖୁବଶୀଘ୍ର ଚାଷୀଙ୍କ ଖାତାକୁ ଯିବ ପିଏମ କିଷାନ ଟଙ୍କା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ସହାୟତା ପାଉଥିବା ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଦେଶରେ କୋଟି କୋଟି ଚାଷୀଙ୍କ ଖାତାକୁ ଖୁବଶୀଘ୍ର ୧୨ତମ କିସ୍ତି ଡିପୋଜିଟ କରାଯିବ । ଗଣମାଧ୍ୟମର ରିପୋର୍ଟ ମୁତାବକ କେନ୍ଦ୍ର ସରକାର ଚଳିତମାସ ୩୦
Read More...

ଛାତ୍ରୀ ଗର୍ଭବତୀ ହେବା ଘଟଣା, ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଘୁ ଉଦୟଗିରି/ଟିକାବାଲି:କନ୍ଧମାଳ ଜିଲ୍ଲା ଅଧିନରେ ରହିଥିବା ବେଲଘର ଥାନା ଅଞ୍ଚଳର ଆବାସିକ ବିଦ୍ୟାଳୟର ଜଣେ ନାବାଳିକା ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ସହିତ ସମ୍ପୃକ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମଧ୍ୟ୍ୟ କଡା
Read More...

ନନ୍ଦଗିରି ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ରହିଥିବା କଳିଙ୍ଗା ଗ୍ରାମ ପଞ୍ଚାୟତର ନନ୍ଦଗିରି ଗ୍ରାମରେ ଆଜି ଆଦର୍ଶ ଗ୍ରାମ ଗଠନ ଉଦ୍ଦେଶ୍ୟରେ ନନ୍ଦଗିରୀ ମହିଳା ସଙ୍ଗଠନ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସ୍ଥାନୀୟ ଅଞ୍ଚଳକୁ ସ୍ୱଚ୍ଛ, ନିର୍ମଳ ଏବଂ
Read More...

ଭଗତ ସିଂଙ୍କ ଜନ୍ମତିଥିରେ ମାନସ ସାହୁଙ୍କ ବାଲୁକା କଳା

ପୁରୀ : ସହିଦ ଭଗତ ସିଂଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମି ରେ ଭଗତ ସିଂଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଚଣ୍ଡିଗଡ ଏୟାରପୋର୍ଟ ସହିଦ ଭଗତ ସିଂଙ୍କ ନାମରେ ନାମିତ କରାଯାଉଛି ସେହି ଅବସରେ ପୁରୀ ବେଳାଭୂମିରେ
Read More...

ନବରାତ୍ରୀର ଦ୍ୱିତୀୟ ଦିନରେ ମାତା ସୁରେଶ୍ୱରୀଙ୍କ ତାରା ବେଶ

ସୁବର୍ଣ୍ଣପୁର: ନବରାତ୍ରୀର ଦ୍ୱିତୀୟ ଦିନରେ ଆଜି ଇଷ୍ଟଦେବୀ ମାଁ ସୁରେଶ୍ୱରୀ ତାରାବେଶରେ ଭକ୍ତବୃନ୍ଦଙ୍କୁ ଦର୍ଶନ ଦେଉଛନ୍ତି । ତାରା ହେଉଛନ୍ତି ତନ୍ତ୍ରପୂଜାର ମୁଖ୍ୟଦେବୀ । ସେଥିପାଇଁ ଏହି ସମୟରେ ମାଆଙ୍କୁ ଏହି ରୂପରେ ବିଧିପୂର୍ବକ ପୂଜାର୍ଚ୍ଚନା ତଥାଦର୍ଶନ କଲେ ଆର୍ଥିକ ସ୍ୱଚ୍ଛଳତା ଓ
Read More...

ଜ଼ିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ

ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରେ ନେହରୁ ଯୁବ କେନ୍ଦ୍ର ତରଫରୁ ଜ଼ିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଉପ ଜ଼ିଲ୍ଲାପାଳ ଶେଷଦେବ ମିଶ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ
Read More...

ଏଲ ଆଣ୍ଡ ଟି ପକ୍ଷରୁ ସଂଗ୍ରାମପୁର ହାଇସ୍କୁଲକୁ ସୌର ଚାଳିତ ଏଲଇଡି ଲାଇଟ ପ୍ରଦାନ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ତେଲିବନ୍ଧ ପଂଚାୟତ ଅନ୍ତର୍ଗତ ରାମପୁରଠାରେ ଏଲ ଆଣ୍ଡ ଟିପକ୍ଷରୁ ବୃହତ୍ତ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲୁଅଛି । ଆଜି ଏହି କମ୍ପାନୀ ପକ୍ଷରୁ ତାଳସରଡା ପଂଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟକୁ ୧୧ଟି ସୌର ଚାଳିତ ଏଲଇଡି ଲାଇଟ ପ୍ରଦାନ
Read More...

ଗାଁକୁ ରାସ୍ତା ନାହିଁ, ପୁଣି ବୁହା ହେଲେ ମହିଳା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ କରଚବାଡି ପଞ୍ଚାୟତ ବୁଲଡ଼ପଙ୍କା ଗ୍ରାମରେ ଦେଖାଦେଇଛି ବିକାଶର ନଗ୍ନ ମାନଚିତ୍ର । ସରକାର ମାଆକୁ ସମ୍ମାନ, ଗାଁକୁ କାମ ନାରା ଦେଇ ବିକାଶର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଆଜି ବି ଗାଁକୁ ରାସ୍ତା ନଥିବାରୁ ଲୋକଙ୍କ କାନ୍ଧରେ ବୁହା
Read More...

ମହିଳା ସ୍ନାତକ କଲେଜରେ ଯୁବ ସଂସ୍କାର କାର୍ଯ୍ୟକ୍ରମ

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶିତ ଯୁବ ରେଡକ୍ରସ୍‌ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ ଯୋଗ ଦେଇ ଯୁବ ସଂସ୍କାରର ମହତ୍ତ୍ୱ ସମ୍ପର୍କରେ ଛାତ୍ରୀ
Read More...

ରୋଜଗାରିଆ ପୁଅର ଦୁଇଟି ଯାକ କିଡନୀ ଫେଲ୍, ଜୀବନ ବଞ୍ଚେଇବାକୁ ନେହୁରା ହେଉଛନ୍ତି ବାପା, ମାଆ

ଭୁବନେଶ୍ବର : ରୋଜଗାରିଆ ପୁଅର ଦୁଇଟି ଯାକ କିଡନୀ ଫେଲ୍ । ଜୀବନ ବଞ୍ଚେଇବାକୁ ନେହୁରା ହେଉଛନ୍ତି ବାପା, ମାଆ । ଦିବାନା ସ୍ୱାଇଁ ଘରର ଗୋଟିଏ ବୋଲି ରୋଜଗାରିଆ ବଡ ପୁଅ । ବାପା ମା ଭାବିଥିଲେ, ପୁଅ ରୋଜଗାର କରି ଘର ସମ୍ଭାଳିବ । ବୁଢା ବୟସରେ କାନ୍ଧକୁ ବଳ ଦେବ । ହେଲେ ସେ ସବୁ ସ୍ୱପ୍ନ ଆଜି
Read More...