ଗାଜଲବାଡ଼ି ଘାଟିରେ ଭୂସ୍ଖଳନ, ଯାତାୟାତ ଠପ୍
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ଜଳ ଆସି ରାସ୍ତା କ୍ଷତିଗ୍ରସ୍ତ ହେବାର ଦେଖିବାକୁ ମିଳିଛି । ଜିଲ୍ଲାର ଦାରିଙ୍ଗବାଡ଼ି ନିକଟସ୍ଥ ଗାଜରବାଡ଼ି ଘାଟିର ତିନି ନମ୍ବର ବୁଲାଣି ରାସ୍ତାରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି ।!-->…
Read More...
Read More...