ପିସ୍ତଲ ଦେଖାଇ ପରିବା ବେପାରୀଙ୍କଠାରୁ ବାଇକ୍ ଲୁଟ୍
ପାଟଣାଗଡ : ପାଟଣାଗଡ଼ ଥାନା ଯୋଗିମୁଣ୍ଡା ଗ୍ରାମର ଜଣେ ପରିବା ବେପାରଙ୍କୁ ଏକ ନକଲି ପିସ୍ତଲ ଦେଖାଇ ଦୁର୍ବୃତ୍ତ ମାନେ ତାଙ୍କ ବାଇକ ଲୁଟି ନେଇଥିବା ନେଇ ଗୋପ ପୁଟେଲ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ତାଙ୍କ ଅଭିଯୋଗ ଅନୁସାରେ ପ୍ରତିଦିନ ଭଳି ଗୁରୁବାର ଭୋର ୪ଟାରୁ ଗୋପ କିଛି!-->…
Read More...
Read More...