ବନାନୀ କଳା ସଙ୍ଗମ ବୈଠକ

ଫୁଲବାଣୀ -କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସ୍ଥିତ ଜିଲ୍ଲା ପ୍ରେସକ୍ଲବ ଠାରେ ଜିଲ୍ଲାର ଏକ ଅଗ୍ରଣୀ କଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ତଥା ବନାନୀ କଳା ସଙ୍ଗମର ସାଧାରଣ ସମ୍ପାଦକ ଡ଼ଃ. ଅରୂପ କୁମାର
Read More...

ଗୌରହରି ପାଠାଗାର ତରଫରୁ ଭାଗବତ ଜନ୍ମ ଉତ୍ସବ

ପାରଳାଖେମୁଣ୍ଡି : ସ୍ଥାନୀୟ ଗୌରହରି ପାଠାଗାର ଭାଗବତ ଟୁଙ୍ଗୀ ତରଫରୁ ଷଷ୍ଠ ତମ ଭାଗବତ ଜନ୍ମ ଉତ୍ସବ ଚିତ୍ରକର ସାହିସ୍ଥ ରାଜଗୁରୁ ମଠ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂସ୍କୃତି ବିଭାଗ ପୁଷ୍ଟପୋଷକତା ଓ ପାରଳାଖେମୁଣ୍ଡି ପୌର ପରିଷଦର ତଦରଖରେ ପ୍ରତି ବର୍ଷ ଏହି ଉତ୍ସବ ଆୟୋଜିତ
Read More...

ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ପୂଜାର୍ଚ୍ଚନା ଆରମ୍ଭ

ପୁରୀ : ଆଜି ଆଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆସନ୍ତା ଅମାବାସ୍ୟା ପର୍ଯ୍ୟନ୍ତ ୧୫ଦିନ ବ୍ୟାପି ପିତୃପକ୍ଷ ଦିବସ ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ନିଜର ପିତୃପୁରୁଷଙ୍କ ମୋକ୍ଷ ଓ ଶାନ୍ତି ପାଇବା
Read More...

ବିପୁଳ ପରିମାଣର ନକଲି ନୋଟ ଜବତ, ଜଣେ ଗିରଫ

ଭୁବନେଶ୍ୱର : ବିପୁଳ ପରିମାଣର ନକଲି ନୋଟ ଜବତ । ରାଉରକେଲା ସେକ୍ଟର ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ଏହା ସହ ଘଟଣାସ୍ଥଳରୁ ଏକ ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ଜଣେ ଆନ୍ତଃରାଜ୍ୟ ଅପରାଧୀକୁ ଗିରଫ କରିଛି ଏସଟିଏଫ୍।
Read More...

ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର, ଫିଟ୍‌ ଘୋଷିତ ହେଲେ ଏହି ଦୁଇ ଦ୍ରୁତ ବୋଲର

ନୂଆଦିଲ୍ଲୀ : ଅଷ୍ର୍ଟ୍ରେଲିଆରେ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୨ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଦଳର ଦୁଇ ଅଗ୍ରଣୀ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ସମ୍ପୂର୍ଣ୍ଣ ଫିଟ୍‌ ହୋଇ ଚୟନ ପାଇଁ ଉପଲବ୍ଧ ହୋଇଛନ୍ତି । ପ୍ରକାଶ ଥାଉକି, ଏହା ମଧ୍ୟ
Read More...

୬ ବର୍ଷ ଧରି ଭଡାରେ ଚାଲିଛି ଦୂଡା ପଞ୍ଚାୟତ କାର୍ଯ୍ୟାଳୟ

ଦଶପଲ୍ଲା : ପଞ୍ଚାୟତ ଗଠନ ହେବାର ୬ ବର୍ଷ ପରେ ବି ଭଡ଼ାରେ ଚାଲିଛି ଦୁଡା ପଞ୍ଚାୟତ କାର୍ଯ୍ୟାଳୟ । ୨୦୧୬ ମସିହାରେ ନୂତନ ଭାବେ ଗଠିତ ହୋଇଥିଲା ଦୁଡ଼ା ପଞ୍ଚାୟତ । ନୂତନ ଭାବେ ଗଠିତ ହୋଇଥିବା ଏହି ପଞ୍ଚାୟତର ନିଜସ୍ୱ ଗୃହ ନଥିବାରୁ ଦୁଡା ଗ୍ରାମର କୋଠଘରେ ପଞ୍ଚାୟତ କାର୍ଯ୍ୟାଳୟ ଆରମ୍ଭ
Read More...

ଖଜୁରୀପଡା ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଅନୁପମା ଘୋଷ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ନୂତନ ବିଡ଼ିଓ ଭାବେ ଅନୁପମା ଘୋଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ଥିବା ବିଡ଼ିଓ ରବୀନ୍ଦ୍ର ନାଥ କହଁରଙ୍କୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିଡ଼ିଓ ଭାବେ ବଦଳି କରାଯାଇଛି । ନୂତନ ବିଡ଼ିଓ ଅନୁପମା ଘୋଷଙ୍କୁ ବ୍ଲକ କର୍ମଚାରୀ ମାନେ
Read More...

ଟାକରା ହାଇସ୍କୁଲରେ ଅଭିଭାବକ ଓ ଶିକ୍ଷକ ସଂଘ ବୈଠକ

ଦଶପଲ୍ଲା : ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟର ୫-ଟି ଅନ୍ତର୍ଭୁକ୍ତ ସମସ୍ତ ହାଇସ୍କୁଲରେ ପିଟିଏ ବୈଠକ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ସେହି ଆଧାରରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ( ଟାକରା) ତରଫରୁ ବିଦ୍ୟାଳୟରେ ଅଧ୍ୟୟନ
Read More...

ଛାତ୍ରଛାତ୍ରୀଙ୍କ ଦ୍ୱାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ

ଦଶପଲ୍ଲା : ଦଶପଲ୍ଲା ନିକଟସ୍ଥ ଖମାରସାହି ନୋଡାଲ ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ ଦ୍ୱାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଟୋମୋଟିଭ ଓ ଇଲୋକ୍ଟ୍ରୋନିସ ଦୁଇଟି ବିଭାଗର ଛାତ୍ରଛାତ୍ରୀଙ୍କ ମାନେ
Read More...

ରାଜ୍ୟରେ ଜାରି ରହିଛି ବର୍ଷା, ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଦକ୍ଷିଣ ଓଡିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି ।ଅବପାତ ପ୍ରଭାବରେ ଉପକୂଳ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାର ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି । ସୋମବାର ୮ ଜିଲ୍ଲା- ନବରଙ୍ଗପୁର,
Read More...