‘ସିଡିଏସ୍’ଭାବେ ଦାୟିତ୍ୱ ଗ୍ରହଣ କଲେ ଅନୀଲ ଚୌହାନ
ନୂଆଦିଲ୍ଲୀ: ଆଜି ‘ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍’ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ୍ ଅନୀଲ ଚୌହାନ୍ । ଏହି ଅବସରରେ ସେ କହିଛନ୍ତି ଯେ ଭାରତୀୟ ସଶସ୍ତ୍ର ସେନାର ସର୍ବୋଚ୍ଚ ପାହ୍ୟା ପାଇ ମୁଁ ଆନନ୍ଦିତ । ‘ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍’ ଭାବେ ମୁଁ ତିନି ପ୍ରତିରକ୍ଷା!-->…
Read More...
Read More...