ବଡଚଣା ଶିଶୁବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଅଙ୍ଗନୱାଡି କର୍ମୀ
ଚଣ୍ଡିଖୋଲ: ବଡଚଣା ବ୍ଲକ ସମନ୍ୱିତ ଶିଶୁ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଶତାଧିକ ଅଙ୍ଗନୱାଡି କର୍ମୀ । ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ଚଳିତ ମାସ ଦଶ ତାରିଖ ସୁଦ୍ଧା ରନ୍ଧନ ଗ୍ୟାସ କ୍ରୟ କରିବାକୁ କୁହା ଯାଇଥିଲା ।ଏଥି ନିମନ୍ତେ!-->…
Read More...
Read More...