ମହାରାଣୀଙ୍କ ପରଲୋକରେ ରବିବାର ଭାରତ ପାଳନ କରିବ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ,୯/୯ : ମହାରାଣୀ ଏଲିଜାବେଥ-୨ଙ୍କ ପରଲୋକରେ ସାରାବିଶ୍ୱ ପାଳନ କରୁଛି ଶୋକ । ବିଭିନ୍ନ ଦେଶ ଭିନ୍ନଭିନ୍ନ ଦିନରେ ରାଷ୍ଟ୍ରୀୟ ଶୋକ ଦିବସ ପାଳନ ଘୋଷଣା କରିଛନ୍ତି । ଭାରତ ଆସନ୍ତା ରବିବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ବୋଲି ଘୋଷଣା କରିଛି । ଆଜି କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର
Read More...

ପୁସ୍ତକ ମଣିଷର ସର୍ବୋତ୍ତମ ବନ୍ଧୁ : ପ୍ରଧାନମନ୍ତ୍ରୀ

ଅହମଦାବାଦ : ବର୍ତ୍ତମାନର ସମୟ ହେଉଛି ପ୍ରଯୁକ୍ତିବିଦ୍ୟା ଓ ଇଣ୍ଟରନେଟର ଯୁଗ । ଜ୍ଞାନକୌଶଳ ନିଶ୍ଚିତ ଭାବରେ ଆମ ପାଇଁ ସୂଚନାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ,କିନ୍ତୁ ଏହା ପୁସ୍ତକର ସ୍ଥାନ ନେବାର ରାସ୍ତା ନୁହେଁ । ଯେତେବେଳେ ସୂଚନା ଆମ ମନରେ ଥାଏ, ମସ୍ତିଷ୍କ ସେହି ସୂଚନାକୁ ଗଭୀର ଭାବରେ
Read More...

୪ ମହଲା କୋଠା ଭୁଶୁଡ଼ି ୩ ଶ୍ରମିକ ମୃତ

ନୂଆଦିଲ୍ଲୀ : ଦିଲ୍ଲୀ ଆଜାଦ ମାର୍କେଟରେ ଆଜି ଏକ ବଡ଼ ଧରଣର ଅଘଟଣ ଘଟିଛି । ଏକ ନିର୍ମାଣାଧିନ ୪ ମହଲା କୋଠା ଭୁଶୁଡି ପଡ଼ିବାରୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମାଟିତଳେ ୬ରୁ ୭ଜଣ ଜଣ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି
Read More...

କୋଣାର୍କ ଓ ରାମଚଣ୍ଡୀର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୁରୀ ଜିଲାପାଳ

ପୁରୀ : କୋଣାର୍କ, ଚନ୍ଦ୍ର ଭାଗା, ରାମଚଣ୍ଡୀରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ପୁରୀ ଜିଲାପାଳ । କିଭଳି ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ, କାର୍ଯ୍ୟ ସଠିକ୍‌ ସମୟରେ ସରିବ ସେ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସମୀକ୍ଷା କରିଛନ୍ତି । ରାମ ଚାଣ୍ଡି ମନ୍ଦିର ସମେତ ରାମ ଚଣ୍ଡୀ
Read More...

ପାରଳା ଉପ କାରାଗାରରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ

ପାରଳାଖେମୁଣ୍ଡି : ସ୍ଥାନୀୟ ଉପ କାରାଗାରଠାରେ ଉପ କାରାଗାର ଅଧିକ୍ଷକ ହନୁ ସେଠୀଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ସହ କୋଭିଡ୍‌ ବୁଷ୍ଟର ଡୋଜର ଆବଶ୍ୟକତା ଏବଂ ତୁରନ୍ତ ଗ୍ରହଣର ସେବା ସଂପର୍କରେ ବିସଦ ଆଲୋଚନା କରାଯାଇଥିଲା । ଏହି
Read More...

ଅହିଂସା ରଥକୁ ସ୍ୱାଗତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ପାରଳାଖମୁଣ୍ଡି : ଚଳିତ ମାସ ୨୧ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ପରିଭ୍ରମଣ କରିବାକୁ ଥିବା ଅହିଂସା ରଥକୁ କିଭଳି ଭାବରେ ମହା ଆଡମ୍ବରରେ ଗଜପତି ଜିଲ୍ଲାରେ ସ୍ୱାଗତ କରାଯିବ ସେଥି ସକାଶେ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ
Read More...

ଧରା ପଡିଲା ଆନ୍ତଃଜିଲ୍ଲା ବାଇକ ଚୋରି ର‍୍ୟାକେଟ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୋଲିସ ଦ୍ୱାରା ମୋଟ ୧୨ଟି ଚୋରୀ ବାଇକ ଉଦ୍ଧାର ହୋଇଛି । ତାହା ସହ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେଥି ମଧ୍ୟରୁ ୨ ନାବାଳକ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଏହି ଚୋର ଦଳ ରାଜ୍ୟର ବିଭିନ୍ନ ସହରରୁ ବାଇକ ଚୋରି କରି
Read More...

ସ୍ୱାଧୀନତା ସଂଗ୍ରାମୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ନବରଙ୍ଗପୁର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଓଡିଶା ମାଟିର ଗୌରବ ଡ଼ଃ ସଦାଶିବ ତ୍ରିପାଠୀଙ୍କ ୪୨ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଆଜି ସକାଳ ଆଠ ଘଣ୍ଟ ସମୟରେ ଜିଲ୍ଲାପାଳ ଡ଼ଃ କାମଳ ଲୋଚନ ମିଶ୍ର, ଏଡିଏମ ଭାସ୍କର ରଇତ, ମୁନିସିପାଲିଟି ନିର୍ବାହୀ ଅଧିକାରୀ
Read More...

ଦାଶରଥି ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ରଙ୍ଗ ଓ ପ୍ରଲେପ ଦାବିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ପ୍ରବାଦ ପୁରୁଷ ତଥା ପାଠାଗାର ଆନ୍ଦୋଳନର ସ୍ରଷ୍ଟା, ପ୍ରତିଷ୍ଠିତ ସଂଗ୍ରାହକ ଦାଶରଥି ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନୟାଗଡ଼ କଚେରୀ ବଜାରଠାରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାପନ କରାଯାଇଥିଲା । ସ୍ଥାପନର ମାତ୍ର ୫ ବର୍ଷ ପରେ ମୂର୍ତ୍ତିରୁ
Read More...

ଶାଳ କାଠ ବୋଝେଇ ଟ୍ରକ ଜବତ, ୨ କୋର୍ଟ ଚାଲାଣ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ପ୍ରାକୃତିକ ସମ୍ପଦ ଦିନକୁ ଦିନ ଲୋପ ପାଉଛି । କାଠ ମାଫିଆ ମାନେ ଭିନ୍ନ ଭିନ୍ନ ତରିକାରେ ଜଙ୍ଗଲର ବଡ ବଡ ଗଛ କାଟି କାଠ ଗଣ୍ଡି ସହ ପଟା ଚୋରି କରି ନେଉଛନ୍ତି ଓ ଜଙ୍ଗଲ ନଷ୍ଟ କରୁଛନ୍ତି । ଏହିପରି ଏକ କାଠ ମାଫିଆ ମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଆଜି କରଡ଼ା ରେଞ୍ଜ
Read More...