ଏନୱାଇକେ ପକ୍ଷରୁ ପୋଷଣ କାର୍ଯ୍ୟକ୍ରମ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପିକରଡ଼ି ପଞ୍ଚାୟତର ପିକରଡ଼ି ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ସମନ୍ୱିତ ଶିଶୁ ବିକାଶ ଟିକାବାଲିର ମିଳିତ ଆନୁକୂଲ୍ୟରେ ପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ
Read More...

ରୋଟାରୀ କ୍ଳବ ଫୁଲବାଣୀ ପକ୍ଷରୁ ବିଶ୍ୱ ସ୍ୱାକ୍ଷରତା ଦିବସ ପାଳିତ

ଫୁଲବାଣୀ: ସେପ୍ଟେମ୍ବର ୮କୁ ବିଶ୍ୱ ସ୍ୱାକ୍ଷରତା ଦିବସ ଭାବେ ସମଗ୍ର ବିଶ୍ୱରେ ପାଳନ ହେଉଥିବା ବେଳେ ରୋଟାରୀ କ୍ଳବ ଫୁଲବାଣୀ ପକ୍ଷରୁ ବିଶ୍ୱ ସ୍ୱାକ୍ଷରତା ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସଦର ମହକୁମାର ୧ନଂ ୱାର୍ଡ, ୧୧ନଂ ୱାର୍ଡ ଓ ୧୨ନଂ ୱାର୍ଡରେ ଥିବା ଅଙ୍ଗନବାଡି କେନ୍ଦ୍ର
Read More...

ଜିଲ୍ଲାସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

ଫୁଲବାଣୀ:୨ ଦିନିଆ ଜିଲ୍ଲା ସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଏସ୍‌.ବି.ଆଇ., ଆର୍‌. ସେ.ଟି. ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଅଶୋକ କୁମାର ତ୍ରିପାଠୀଙ୍କର ପୌରହିତ୍ୟରେ ୧୦ ଜଣ ଅଗ୍ରଣୀ ଛାଗ ଚାଷୀ ଘୁ.ଉଦୟଗିରି ଅନ୍ତର୍ଗତ
Read More...

ଦୟନୀୟ ଅବସ୍ଥାରେ ଅଧ୍ୟୟନ କରୁଛନ୍ତି ଛାତ୍ରଛାତ୍ରୀ

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଦିଗାପଡ଼ା ପଞ୍ଚଯାତର ରେଙ୍ଗିଟି ପଲି ଉଚ୍ଚ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ନିମନ୍ତେ ଯାଉଥିବା ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ଶିକାର ହେଉଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟଟି ୧୯୩୬ ମସିହାରେ ସ୍ଥାପିତ ହୋଇଥିଲା
Read More...

ଭାରସାମ୍ୟ ହରାଇ ହାଇଓ୍ବା ଦୁର୍ଘଟଣା ଗ୍ରସ୍ତ; ଡ୍ରାଇଭର ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁରୁବାଲି ନିକଟରେ ହାଇଓ୍ବା ଦୁର୍ଘଟଣା ଗ୍ରସ୍ତ,ଡ୍ରାଇଭର ଗୁରୁତର । ଡ୍ରାଇଭର ଜଣକ ଗାଡ଼ି ଭିତରେ ଚାପି ହୋଇ ରହିଥିବା ବେଳେ ଖବରପାଇ ବାଲିଗୁଡ଼ା ପୋଲିସ୍ ଓ ଅଗ୍ନୀଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଗ୍ୟାସ୍ କଟର୍ ସାହାଯ୍ୟରେ ଚାପି ହୋଇଥିବା
Read More...

୧୨୦ ବର୍ଷ ପରେ କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢାଯିବ ବାଲି

ପୁରୀ : ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛି ଏଏସଆଇ । ଦୀର୍ଘ ୧୨୦ବର୍ଷ ପରେ କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢାଯିବ ବାଲି । ମନ୍ଦିର ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଜରୁରୀ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏଥିପାଇଁ ଅନୁମତି ଦେବା ପରେ
Read More...

ପ୍ରେମିକକୁ ହତ୍ୟା ଘଟଣାରେ ଆଉ ୭ ଗିରଫ, ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଗ୍ରାମ ପଞ୍ଚାୟତର ପୁଟୁକିପାଲି ଜଙ୍ଗଲରୁ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଥିଲା ପୋଲିସ୍‌ । ଶବ ଉଦ୍ଧାରର ଦୁଇଦିନ ମଧ୍ୟରେ ହତ୍ୟାକାଣ୍ଡର ଗୁମର ଖୋଲିଛି ବାଲିଗୁଡ଼ା ପୋଲିସ୍‌ । ଏହା
Read More...

ହାଇଟେକ ଗ୍ରୁପ ପକ୍ଷରୁ ଜୋତା ଓ ଟି-ସାର୍ଟ ବଣ୍ଟନ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ପୋଲିସ ପଡିଆଠାରେ ଅଗ୍ନିପଥ ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ପାଉଥିବା ଯୁବକ ମାନଙ୍କୁ ଆଜି ସନ୍ଧ୍ୟାରେ ହାଇଟେକ ଗ୍ରୁପ ତରଫରୁ ଟି-ସାର୍ଟ ଓ ଜୋତ ବଣ୍ଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଥିତି ଭାବେ ବିଜେଡି ଯୁବନେତା
Read More...

ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ

ବୌଦ୍ଧ,୮/୯- ଆଜି ଜିଲ୍ଲା ପ୍ରଶାସନ ବୌଦ୍ଧ ତରଫରୁ ଆୟୋଜିତ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରକାଳୀନ ପ୍ରାପ୍ୟ ସମ୍ବନ୍ଧୀୟ ଆସିଥିବା ୩୭ଟି ଅଭିଯୋଗରୁ ଜିଲ୍ଲାପାଳ ବୌଦ୍ଧ ୧୫ଟି ତୁରନ୍ତ ସମାଧାନ କରିବା ସହିତ ୭ଦିନ ଭିତରେ ୧୦ଟି, ୧୫ଦିନ ଭିତରେ ୫ଟି ଓ ଅବଶିଷ୍ଟ
Read More...

ଜିଲ୍ଲା ଟ୍ରାକ୍ଟର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର: ଜିଲ୍ଲା ଟ୍ରାକ୍ଟର ସଂଘ ପକ୍ଷରୁ ଗାଡି ମାଲିକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସହରରେ ଚାଲୁଥିବା ଟ୍ରାକ୍ଟର ଗୁଡିକ ବାଲି, ମେଟାଲ, ମୋରମ ଆଦି ଘର ତିଆରି ସାମଗ୍ରୀ ନେବା ଆଣିବା କରୁଥିବା ବେଳେ ରାଜସ୍ୱ ଅଧିକାରୀମାନେ
Read More...