ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନ ଜନ୍ମ ନୀତି

ପୁରୀ : ଆଜି ଭାଦ୍ର-ଶୁକ୍ଳ ଦ୍ୱାଦଶୀ ତିଥି । ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଣୁ ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ଉଠିବା ପରେ ପରେ ବାମନ ଜନ୍ମ ନୀତି ସମ୍ପାଦନ ହେବ । ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ.୫.୦୦ ଟାରୁ ରାତ୍ର ଘ.୯.୦୦ ଟା ପର୍ଯ୍ୟନ୍ତ
Read More...

ବ୍ରାହ୍ମଣସାହୀରେ କମିଛି ପିମ୍ପୁଡି ଆତଙ୍କ, ତଥାପି ଚିନ୍ତାରେ ଲୋକେ

ପୁରୀ : ପୁରୀ ଜିଲ୍ଲା ପିପିଲିର ଚନ୍ଦ୍ରାଦେଇପୁର ବ୍ରାହ୍ମଣ ସାହୀରେ ପିମ୍ପୁଡ଼ି ଆତଙ୍କ କିଛି ମାତ୍ରାରେ କମିଥିବା ଜଣାପଡିଛି । ପିପିଲି ବିଡିଓଙ୍କ ନିର୍ଦ୍ଦେଶ କ୍ରମରେ ପ୍ରଶାସନ ପକ୍ଷରୁ ଦମନ କରିବାକୁ ରାସାୟନିକ ତରଳ ପଦାର୍ଥ ସିଞ୍ଚନ ପରେ ଅନେକ ପରିମାଣର ପିମ୍ପୁଡ଼ି କମିଯାଇଛି । ଫଳରେ
Read More...

ସ୍ୱାମୀଙ୍କ ମୃତ୍ୟୁକୁ ୩ବର୍ଷ ବିତିଲା, ସୁନନ୍ଦାଙ୍କୁ କେବେ ମିଳିବ ବିଧବା ଭତ୍ତା ?

ବାଲିଗୁଡ଼ା: ବୟସ୍କ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ବିଧବାଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର କରିଛନ୍ତିି ମଧୁବାବୁ ପେନସନ ଯୋଜନା । ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ା ଗ୍ରାମରେ ଜଣେ ମହିଳା ବିଧବା ହେବାର ୩ବର୍ଷ ବିତିଯାଇଥିଲେ ସୁଦ୍ଧା
Read More...

ଦୀପାବଳିରେ ଫୁଟିବନି ବାଣ, ବିକ୍ରୀରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ : ଏଥର ମଧ୍ୟ ଦିଲ୍ଲୀରେ ଦୀପାବଳି ଆତସବାଜିରୁ ମୁକ୍ତ ରହିବ । ଦିଲ୍ଲୀ ସରକାର ବାଣ ବିକ୍ରୀ ତଥା ବ୍ୟବହାର ଉପରେ ପ୍ରତିବନ୍ଧକକୁ ଜାନୁୟାରୀ ୧, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ
Read More...

ଖପ୍ରାଖୋଲ ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ଭାବେ
Read More...

ଧୂମାଭଟା ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ, ନୂତନ ପରିଚାଳନା କମିଟି ଗଠିତ

ପାଟଣାଗଡ : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଧୂମାଭଟା ଗ୍ରାମରେ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜାନୋତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୟାସାଗର ବୁଡେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁର୍ଗାପୂଜା ମହୋତ୍ସବ ପାଇଁ କିପରି ଶାନ୍ତିଶୃଙ୍ଖଳା ଭାବେ
Read More...

ଭାରତୀପୁର ଓ କଣ୍ଟିଠାରେ ଥିବା କାଜର ସ୍ଥିତି ଅନୁଧ୍ୟାନ କଲେ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ

ପୁରୀ : ତତ୍ପରତା ଦେଖାଇଲା ଜଳସେଚନ ବିଭାଗ । ପୁରୀ ଜିଲ୍ଲା ପିପିଲି ଦେଇ ଯାଇଥିବା ଦୟାନଦୀ ବନ୍ଧରେ ଭାରତୀପୁର ଓ କଣ୍ଟି ଠାରେ ଥିବା ଦୁଇଟି କାଜର ସ୍ଥିତି ଅନୁଧ୍ୟାନ କଲେ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ । ତାଙ୍କ ସହିତ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ରହି ଏହି ଦୁଇ ଗୋଟି କାଜରୁ
Read More...

୮ଟି ସରକାରୀ ସାର ପ୍ରସ୍ତୁତକାରୀ କମ୍ପାନୀର ହେବ ଘରୋଇକରଣ

ନୂଆଦିଲ୍ଲୀ : ଘରୋଇକରଣ କ୍ଷେତ୍ରରେ କେନ୍ଦ୍ର ସରକାର ଆଉ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି କ୍ରମରେ, ସରକାରଙ୍କ ଦ୍ୱାରା ପରିଚାଳିତ ୮ ଟି ସାର ଓ ରସାୟନିକ କମ୍ପାନୀର ଘରୋଇକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଏହି କଂପାନୀଗୁଡ଼ିକୁ ଘରୋଇ କମ୍ପାନୀମାନଙ୍କ
Read More...

ପ୍ରଧାନମନ୍ତ୍ରୀଭାବେ ଶପଥ ନେଲେ ଟ୍ରସ୍‌

ଲଣ୍ଡନ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଲିଜ୍‌ ଟ୍ରସ । ତାଙ୍କୁ ଆଜି ରାଣୀ ଏଲିଜାବେଥ-୨ ବିଧିବଦ୍ଧ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଓ ଫାଷ୍ଟ ଲର୍ଡ ଅଫ ଟ୍ରେଜେରୀ ଭାବେ ନିଯୁକ୍ତ କରିଛନ୍ତି । ଟ୍ରସ ଆଜି ରାଣୀ ଏଲିଜାବେଥଙ୍କୁ ଭେଟିବା ପରେ ଏପରି ନିଯୁକ୍ତି
Read More...

ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ହରଭଙ୍ଗା ବ୍ଲକର ରାମଗଡ଼ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାନେତ୍ରୀ ମୀନାରାଣୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏଥିରେ ରାଜ୍ୟରେ ମହିଳା ବିରୋଧୀ ହିଂସା, ମହିଳା ଅସଦାଚରଣ, ନାବାଳିକା ଯୌନ ନିର୍ଯାତନା, ସାଇବର
Read More...