୮ ଫୁଟର ଅଜଗର ସାପ ଉଦ୍ଧାର

ଫୁଲବାଣୀ : ଗତକାଲି ସନ୍ଧ୍ୟା ୮:୩୦ ସମୟରେ ଫୁଲବାଣୀ ସହରର ଚନ୍ଦନ ନଗର ଅଞ୍ଚଳରେ ଏକ ୮ ଫୁଟର ଅଜଗର ସାପ ପଶିଯାଇଥିବା ନେଇ ସ୍ଥାନୀୟ ଲୋକେ ଟିମ୍‌ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ସୂଚନା ଦେଇଥିଲେ । ଖବର ପାଇ ଟିମ୍‌ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର,
Read More...

ନବରାତ୍ରୀର ତୃତୀୟ ଦିନରେ ମାତା ସୁରେଶ୍ୱରୀଙ୍କ ଷୋଡ଼ଶୀ ବେଶ

ସୁବର୍ଣ୍ଣପୁର: ଆଜି ନବରାତ୍ରୀର ତୃତୀୟ ଦିବସରେ ମାଁ ସୁରେଶ୍ୱରୀ ଷୋଡ଼ଶୀ (ତ୍ରିପୁରା ସୁନ୍ଦରୀ) ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ମାତାଙ୍କ ଏହି ରୂପରେ ଅତ୍ୟନ୍ତ ଶାନ୍ତସ୍ୱରୂପ ଯୋଗୁଁ ଭୟମୁକ୍ତ ହୋଇ ଭକ୍ତବୃନ୍ଦ ମାଆଙ୍କ ପାଖକୁ କୃପାଭିକ୍ଷା ସକାଶେ ପ୍ରାର୍ଥନା ଓ
Read More...

ରେଲଲାଇନ ଦୋହରୀକରଣ ପାଇଁ ସମ୍ବଲପୁର ରୋଡ଼ ଷ୍ଟେସନର ପ୍ଲାଟଫର୍ମ ଉଚ୍ଛେଦ

ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନରୁ ଶାସନ ଆଡ଼କୁ ରେଳଲାଇନର ଦୋହରୀକରଣ ପାଇଁ ଏଠାକାର ସମ୍ବଲପୁର ରୋଡ଼ ଷ୍ଟେସନର ମୁଖ୍ୟ ପ୍ଲାଟଫର୍ମ ଉଚ୍ଛେଦ କରାଯାଇଛି । ଏହି ପ୍ଲାଟଫର୍ମକୁ ସୁରକ୍ଷିତ ରଖିବା ସହିତ ଉକ୍ତ ରେଳଷ୍ଟେସନକୁ ଏକ ଐତିହ୍ୟ ଷ୍ଟେସନ ରୂପେ ସଂରକ୍ଷିତ ରଖିବାକୁ ଏଠାରେ ଦୀର୍ଘ ଦିନରୁ
Read More...

ପତ୍ରାପାଲିରୁ ନୂଆପଡା ରାସ୍ତା ଅବସ୍ଥା ଶୋଚନୀୟ

ଖପ୍ରାଖୋଲ,୨୮/୯: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ପତ୍ରାପାଲିରୁ ନୂଆପଡା ମୁଖ୍ୟରାସ୍ତା ବର୍ଷାଦିନେ କାଦୁଅ ପଚ ପଚ ହେଉଥିବାରୁ ଛାତ୍ରଛାତ୍ରୀ ଓ ଜନସାଧାରଣ ଯାତାୟାତରେ ନାହିଁନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି । ଉକ୍ତ ରାସ୍ତା ଉପରେ ଦୈନନ୍ଦିିନ ଶତାଧିକ
Read More...

କେନ୍ଦ୍ର ସରକାରଙ୍କ ବଡ ଘୋଷଣା ; ଆହୁରି ତିନି ମାସ ମିଳିବ ମାଗଣା ରାସନ, କେନ୍ଦ୍ର କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବଢିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମାଗଣା ରାସନ ପ୍ରଦାନ ଯୋଜନାକୁ ଆଉ ତିନିମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ୩୦ ସେପ୍ଟେମ୍ବରରେ ଶେଷ ହେବ । ଏହାପୂର୍ବରୁ ସରକାର ଏହି ଯୋଜନାକୁ ତିନିମାସ ଅର୍ଥାତ୍‌ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି
Read More...

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଆନ୍ଦୋଳନ: ସମସ୍ତ ବିଚାର ବିଭାଗୀୟ କାର୍ଯ୍ୟାଳୟ ବନ୍ଦ

ସମ୍ବଲପୁର:ଏଠାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଆନ୍ଦୋଳନ ସନ୍ଦର୍ଭରେ ଆଜି ନାଗରିକ କ୍ରିୟାନୁଷ୍ଠାନ କମିଟି ରାସ୍ତାରୋକ କରି ବିଚାର ବିଭାଗୀୟ ସମସ୍ତ କାର୍ଯ୍ୟାଳୟ ଗୁଡ଼ିକୁ ବନ୍ଦ କରି ଦେଇଥିବା ଜଣାପଡିଛି । ଜିଲ୍ଲାଜଜଙ୍କ ନେତୃତ୍ୱରେ ଏଠାକାର ବିଚାର ବିଭାଗୀୟ ସବୁ ଅଧିକାରୀ ସବୁଦିନ
Read More...

ବିଶ୍ୱ ଜଳାତଙ୍କ ରୋଗ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଜଳାତଙ୍କ ଦିବସ ଉପଲକ୍ଷେ ଏକ ସଚେତନତା ଓ ପ୍ରତିଷେଧକ ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଗିରିଶ କୁମାର
Read More...

ଇରାନୀ କପ୍‌ ପାଇଁ ରେଷ୍ଟ ଅଫ୍‌ ଇଣ୍ଡିଆ ଦଳ ଘୋଷଣା, ହନୁମା ବିହାରୀଙ୍କୁ ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ : ଅଲ ଇଣ୍ଡିଆ ସିନିୟର ଚୟନ କମିଟି ରେଷ୍ଟ ଅଫ୍‌ ଇଣ୍ଡିଆ ଦଳ ଘୋଷଣା କରିଛି । ଇରାନୀ କପ୍‌ ୨୦୨୨ ରେଷ୍ଟ ଅଫ୍‌ ଇଣ୍ଡିଆ ଏବଂ ରଣଜୀ ଚାମ୍ପିଅନ୍‌ ସୌରାଷ୍ଟ୍ର ମଧ୍ୟରେ ୧ ରୁ ୫ ଅକ୍ଟୋବର ମଧ୍ୟରେ ଖେଳାଯିବା ଏହି ମ୍ୟାଚ୍‌ ରାଜକୋଟରେ ଥିବା ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌
Read More...

ଭାରତୀୟ ଦଳରେ ଏହି ତିନି ଖେଳାଳି ହେଲେ ସାମିଲ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ପାଇଁ ତିନିଜଣ ଖେଳାଳି ଭାରତୀୟ ଦଳରେ ସାମିଲ ହୋଇଛନ୍ତି ି । ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର କ୍ରିକେଟ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଏହା ଘୋଷଣା କରାଯାଇଛି । ଆଜି ଆରମ୍ଭ ହେବାକୁ ଥିବା ଏହି ଟି -୨୦
Read More...

ବାଲି ନିଲାମକୁ ବିରୋଧ କରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଗଞ୍ଜାମ:ଭିମପୂର ଗ୍ରାମରେ ସରକାରୀ ବାଲି ନିଲାମକୁ ବିରୋଧ କରି ୪ଗୋଟି ଗ୍ରାମ ଯଥା ହୁଣ୍ଡତ, ହତା ପୁର, ଭୀମପୁର, ପାଣ୍ଡର ଖୋଲି ଗ୍ରାମର ଶତାଧିକ ବ୍ୟକ୍ତିଙ୍କ ତହସିଲଦାରଙ୍କ ଅଫିସ ଆଗରେ ଏକାଠି ହୋଇ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ କହିବା କଥା ଭୀମପୁର ବାଲିଘାଟ ନିଲାମ ଯୋଗୁଁ
Read More...