ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ହେଲେ ନୂଆ ସିଡିଏସ୍‌

ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନଙ୍କୁ ଭାରତର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ) ନିଯୁକ୍ତ କରାଯାଇଛି । ସେ ଗତ ବର୍ଷ ମେ ମାସରେ ସେନାରୁ ଅବସର ଗ୍ରହଣ କରିଥିଲେ । ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ୯ ମାସ ପରେ ଦେଶ ୨ୟ ସିଡିଏସଙ୍କୁ ପାଇଛି ।
Read More...

ପାଟଣାଗଡ଼ ପାଇଁ ବିଭିନ୍ନ ବିଭାଗରେ ପ୍ରତିନିଧି ମନୋନୀତ କଲେ ରାଜ୍ୟସଭା ସାଂସଦ

ପାଟଣାଗଡ : ପାଟଣାଗଡ଼ ବ୍ଲକର ବିଭିନ୍ନ ବିଭାଗରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରଥମ ପର୍ଯ୍ୟାୟରେ ତାଙ୍କ ପ୍ରତିନିଧି ଭାବରେ ୧୨ ଜଣକୁ ଦାୟିତ୍ୱ ଦେଇଛନ୍ତି । ପାଟଣାଗଡ଼ ବ୍ଲକ ପ୍ରତିନିଧି ଭାବରେ ଶ୍ରୀମତୀ ସନ୍ତୋସିନୀ ବିଶି, ପଞ୍ଚାୟତରାଜ ପ୍ରତିନିଧି ଭାବରେ ମନୋଜ କୁମାର ଲୁହା,
Read More...

ଅଙ୍କିତା ହତ୍ୟା ମାମଲା :
ଫାଷ୍ଟ୍‌-ଟ୍ରାକ୍‌ କୋର୍ଟରେ ହେବ ବିଚାର

ଡେରାଡୁନ୍‌: ଋଷିକେଶ ନିକଟସ୍ଥ ଏକ ରିସର୍ଟରେ ‘ରିସେପ୍‌ସନିଷ୍ଟ୍‌’ କାର୍ଯ୍ୟ କରୁଥିବା ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାର ବିଚାର ‘ଫାଷ୍ଟ୍‌-ଟ୍ରାକ୍‌ କୋର୍ଟ’ରେ କରାଯିବ । ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହା କହିଛନ୍ତି । ମୃତ ଅଙ୍କିତାଙ୍କ ପରିବାର ଲୋକଙ୍କ
Read More...

ନୋଟବନ୍ଦୀ ମାମଲାର ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ : ସରକାରଙ୍କ ବିମୁଦ୍ରୀକରଣ ବା ନୋଟବନ୍ଦୀ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଉପରେ ଶୁଣାଣିକୁ ସ୍ଥଗିତ ରଖାଯାଇଛି । ଅକ୍ଟୋବର ୧୨ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖି ସୁପ୍ରିମକୋର୍ଟ କହିଛନ୍ତି ଯେ ନୋଟ୍‌ ନିଷେଧାଦେଶକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡିକ
Read More...

କନ୍ଧମାଳ ଜିଲ୍ଲାପାଳଙ୍କ ନୂତନ ପ୍ରୟାସ, ବିଦ୍ୟାଳୟ ସାଜିଲା କୃତ୍ରିମ ବଜାର

ଘୁ ଉଦୟଗିରି: ଆଦିବାସୀ ଅଧ୍ୟୁଷିତ ଅନୁନ୍ନତ କନ୍ଧମାଳ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାଠପଢ଼ାରେ ଆଗ୍ରହ ସୃଷ୍ଟି କରିବା ପାଇଁ ବିଶେଷ କରି ପ୍ରତ୍ୟେକ ଜିନିଷ ଉପରେ ଧାରଣା ପାଇବା ସହିତ ହିସାବ କିତାବ କିପରି ଜାଣିପାରିବେ ସେଥିପାଇଁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ସମସ୍ତ
Read More...

ଏନଏସି ଭଡ଼ା ଦୋକାନ ଗୃହ ଗୁଡ଼ିକୁ ଅଚାନକ ଚଢ଼ାଉ ଓ ବକେୟା ଅର୍ଥ ଆଦାୟ

ଘୁ.ଉଦୟଗିରି : ଆଜି ସ୍ଥାନୀୟ ସହରର ଭଞ୍ଜ ମାର୍କେଟ ଓ ନେହରୁ ମାର୍କେଟରେ ଥିବା ବିଜ୍ଞାପିତ ଅଞ୍ଚଳ ପରିଷଦର ଭଡ଼ା ଦୋକାନ ଗୃହ ଗୁଡ଼ିକ ଉପରେ ଅଚାନକ ଚଢ଼ାଉ କରାଯାଇଥିଲା । ଆଜି ସମୁଦାୟ ପରିଷଦର ୯୦ ଗୋଟି ଭଡ଼ା ଦୋକାନ ଗୃହ ମଧ୍ୟରୁ ୩୬ ଗୋଟି ଦୋକାନ ଗୃହ ଚଢ଼ାଉ କରି ଦୋକାନୀ ଭାଇମାନଙ୍କୁ
Read More...

ମନ୍ତ୍ରୀ ସମୀର ଦାଶଙ୍କ ଗିରଫ ଓ ଇସ୍ତଫା ଦାବି

ପୁରୀ : ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଅଡିଓ କ୍ଲିପ୍‌ ଭାଇରାଲ ପରେ ମନ୍ତ୍ରୀ ସମୀର ଦାଶଙ୍କ ଗିରଫ ଓ ଇସ୍ତଫା ଦାବି କରିଛି ନିମାପଡା ବିଜେପି । ଏହାର ପ୍ରତିବାଦରେ ନିମାପଡା ବିଜେପି ପକ୍ଷରୁ ନିମାପଡାର ଜୟଶ୍ରୀ ଛକରେ ବିକ୍ଷୋଭ ଓ ପ୍ରତିବାଦ କରଯାଇଛି । ମନ୍ତ୍ରୀ ସମୀର ଦାଶଙ୍କ କୁଶ
Read More...

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପବିତ୍ର ମାଟି ଓ ଜଳ ସଂଗ୍ରହ

ପୁରୀ : ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୁରୀ ଜିଲ୍ଲାର ପ୍ରମୁଖ ସ୍ୱାଧୀନତା ପୀଠ, ଐତିହ୍ୟ ପୀଠରୁ ପବିତ୍ର ମାଟି ଓ ଜଳ ସଂଗ୍ରହ କରାଯାଇଛି । ଆଜି ପୁରୀ ସହର ସ୍ଥିତ ଗାନ୍ଧୀ ଘାଟଠାରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଓ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁଙ୍କ
Read More...

ଅଘୋଷିତ ବିଦ୍ୟୁତ୍‌ କାଟ, ଅତ୍ୟଧିକ ବିଲକୁ ନେଇ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ବିଜେପି ପକ୍ଷରୁ ଫୁଲବାଣୀ ଗ୍ରାମିଣ ମଣ୍ଡଳ ସଭାପତି ଆଦିତ୍ୟ କହଁରଙ୍କ ନେତୃତ୍ୱରେ ଏକ ରାଲି ମାଧ୍ୟମରେ ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ଆଲାମି, ତୁଡ଼ିପାଜୁ,ଦଡ଼କି, ଗ୍ରାମ ପଞ୍ଚାୟତର ସମସ୍ତ ବାସିନ୍ଦା ମିଳିତ ଭାବେ ବିଦ୍ୟୁତ ବିଭାଗୀୟ କାର୍ଯ୍ୟାଳୟ ଘେରାଉ କରିବା ସହ
Read More...

ଖପ୍ରାଖୋଲ କନିଷ୍ଠ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କନିଷ୍ଠ ଶିକ୍ଷକ ସଂଘର ଏକ ବୈଠକ ପ୍ରଦୀପ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଘରେ ଖାଲି ପଡ଼ିଥିବା ସ୍ଥାନରେ ନୂତନ କର୍ମକର୍ତ୍ତା ମନୋନୀତ ତଥା ସଂଘର
Read More...