ଶୁଟିଂ ବେଳେ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ ଆହତ

ମୁମ୍ବାଇ: ମୁମ୍ବାଇରେ ଚଳଚ୍ଚିତ୍ର ‘କିଙ୍ଗ୍‌’ର ଶୁଟିଂ ବେଳେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପିଠିରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ସେ ଆମେରିକା ଯାଉଥିବାବେଳେ ଏବେ ବ୍ରିଟେନରେ ଅବସ୍ଥାନ କରିଛନ୍ତି ଓ ସୁସ୍ଥ ହେଉଥିବା ଜଣାପଡ଼ିଛି। ତାଙ୍କ ସହ ତାଙ୍କ ପରିବାର ସଦସ୍ୟ ରହିଛନ୍ତି।
Read More...

ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡିତା

ଭୁବନେଶ୍ୱର : ଏୟାରଲିଫ୍ଟ ହେଲେ ବଳଙ୍ଗୀ ପୀଡିତା । ଭୁବନେଶ୍ୱର ଏମ୍‌ସରୁ ଦିଲ୍ଲୀ ଏମ୍‌ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡିତା । ଗ୍ରୀନ୍‌ କରିଡର ଜରିଆରେ ବଳାଙ୍ଗା ପୀଡିତାଙ୍କୁ ଏୟାରଲିଫ୍ଟ କରାଯାଇଛି । ଭୁବନେଶ୍ୱର ଏମ୍ସ ଠାରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଗ୍ରୀନ୍‌ କରିଡର କରାଯାଇଥିଲା । 
Read More...

ଦେଶଠାରୁ ବଡ କିଛି ନୁହେଁ, ପାକିସ୍ତାନ ବିପକ୍ଷ ମ୍ୟାଚରୁ ଓହରିଲେ ଧାୱନ ; ରଦ୍ଦ ହେଲା ମ୍ୟାଚ୍

ନୂଆଦିଲ୍ଲୀ- ଏବେ ଚାଲିଛି ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ । ଏଥିରେ ଭାରତ ଓ ପାକିସ୍ତାନ ଭାଗ ନେଇଛନ୍ତି । କିନ୍ତୁ ଭାରତୀୟ ଖେଳାଳିମାନେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବାକୁ ନାରାଜ ହେବାରୁ ଆଜି ହେବାକୁ ଥିବା ମ୍ୟାଚକୁ ରଦ୍ଦ କରାଯାଇଛି । ଏହି ଖେଳାଳିଙ୍କ ମଧ୍ୟରେ ଶିଖର ଧାୱନଙ୍କ
Read More...

ହଷ୍ଟେଲରୁ ଲୁଚି ପଳାଇଲେ ଦୁଇ ଛାତ୍ର

ବାଲିଗୁଡା:ସ୍କୁଲ୍ ହଷ୍ଟେଲରୁ ଲୁଚି ପଳାଇଲେ ଦୁଇଜଣ ଛାତ୍ର । କିଛି ବାଟ ଚାଲିଯିବା ପରେ ଓଏସ୍ଆରଟିସି ବସରେ ବସି ବାଲିଗୁଡ଼ା ବସ୍ ଷ୍ଟାଣ୍ଡରେ ପହଁଚିଥିଲେ ଦୁଇ ଛାତ୍ର । ସେଠାରୁ ଦୁଇଜଣ ମହିଳା ଦୁଇ ଛାତ୍ରଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଥାନାର ଜିମା ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ
Read More...

ଫକୀରମୋହନ ମହାବିଦ୍ୟାଳୟରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଡିଜି

ବାଲେଶ୍ୱର: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାର ତଦନ୍ତ ପାଇଁ ରବିବାର ମହାବିଦ୍ୟାଳୟରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ଡିଜି ମିଶ୍ର ପ୍ରଥମେ ପୂର୍ବାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚି
Read More...

ଟ୍ରାକ୍ଟର ଡାଲା ଓଲଟି ଜଣେ ମୃତ,କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

କୋକସରା-କୋକସରା ଥାନା ଝରିଆଗୁଡା ନିକଟରେ ଶୁକ୍ରବାର ଟ୍ରାକ୍ଟର ଡାଲା ଓଲଟି ଦୁର୍ଘଟଣା ଘଟିଛି। ଏଥିରେ ଛିଲିପାମାଲ ଗ୍ରାମର ଦିଗବାସ ଖର୍ସେଲଙ୍କ ପୁଅ ସୁନୀଲ ଖର୍ସେଲ(୧୮)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ପରିବାର ଓ ସମ୍ପର୍କୀୟ ମାନେ କ୍ଷତିପୂରଣ ଦାବିରେ ୨୬ ନମ୍ବର ଜାତୀୟ ରାଜପଥ
Read More...

ବୌଦ୍ଧ ଜିଲା ପରିଷଦ ବୈଠକ

ବୌଦ୍ଧ, ୧୮/୭:-ସ୍ଥାନୀୟ ପଞ୍ଚାୟତଭବନ ସମ୍ମିଳନୀ କକ୍ଷଠାରେ ପରିଷଦର ଅଧ୍ୟକ୍ଷା ପ୍ରଭାସିନୀ ଦାସଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ର ବିବରଣୀ ଅନୁସାରେ ମନରେଗା ଯୋଜନାରେ ଜିଲା ପାଇଁ ୧୭,୫୦,୦୦୦ ଶ୍ରମ ଦିବସ ଅଟଳଳ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିବାବେଳେ
Read More...

ମାତୃଶକ୍ତିଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଜରୁରୀ – ଧର୍ମେନ୍ଦ୍ର ପ୍ରଧାନ

କୋଏମ୍ବାଟୁର:କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡ଼ୁର କୋଏମ୍ବାଟୁର ଗସ୍ତରେ ଥିବା ବେଳେ ଆସନ୍ତାକାଲି ଆଇଆଇଟି ପାଲକ୍କଡର ସପ୍ତମ ସମାବର୍ତ୍ତନ ସମାରୋହରେ ଯୋଗଦେବେ । ଏହାର ଅବ୍ୟବହିତ ପୂର୍ବରୁ ଶ୍ରୀ ପ୍ରଧାନ ଆଜି କୋଏମ୍ବାଟୁର ସ୍ଥିତ ଭାରତର ଅଗ୍ରଣୀ ପୋଷାକ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଟକ ସାଂସଦ, ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ବିଷୟରେ ଆଲୋଚନା

ଭୁବନେଶ୍ୱର : ଆଜି କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି। ବୈଠକରେ, କଟକ ସହରର ଓଏମପି ଅଂଚଳରେ ଭେଣ୍ଡିଙ୍ଗ ଜୋନ, ଏକ
Read More...

ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଭାଜପାର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ସିଲଭର୍‌ ମେଡାଲ ପାଇଁ ବିଜେଡି-କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାର ତ୍ୱରିତ ପଦକ୍ଷେପ ନେଇଛନ୍ତି।
Read More...