ସମସ୍ତ ଷଡଯନ୍ତ୍ରକାରୀଙ୍କୁ ଶାସ୍ତି ମିଳିବ – ମୋଦୀ
ଥିମ୍ପୁ, ୧୧|୧୧: ଦିଲ୍ଲୀ ବିସ୍ଫୋରଣ ପଛରେ ଯାହାର ହାତ ଥିଲେ ବି ଛଡାଯିବ ନାହିଁ । ସମସ୍ତ ଷଡଯନ୍ତ୍ରକାରୀଙ୍କୁ ଶାସ୍ତି ମିଳିବ । ଭୁଟାନ ମାଟିରୁ ଦିଲ୍ଲୀ ବିସ୍ଫୋରଣକୁ ନେଇ ଏମିତି ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାରା ଦେଶ ପୀଡିତଙ୍କ ସହ ରହିଥିବା ସେ ପ୍ରକାଶ କରିଛନ୍ତି ।
!-->!-->…
Read More...
Read More...