ଜାତୀୟ କ୍ରୀଡା ସପ୍ତାହରେ ଆୟୋଜିତ ହେଲା ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା

ସୁବର୍ଣ୍ଣପୁର: ଜାତୀୟ କ୍ରୀଡା ସପ୍ତାହ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏବଂ ସୁବର୍ଣ୍ଣପୁର ଜିଲ୍ଲା ସନ୍ତରଣ ସଂଘ ତରଫରୁ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ
Read More...

ଶଗଡା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ବୌଦ୍ଧ,୨୯ା୮: ବୌଦ୍ଧଜିଲ୍ଲା ବୌଦ୍ଧ ବ୍ଳକର ଶଗଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନାଙ୍କ ଉପସ୍ଥିତିରେ ଏହି
Read More...

କୃଷିବୀମା ପାଉଣା ଦବୀରେ ଖପ୍ରାଖୋଲ ତହସିଲ ସମ୍ମୁଖରେ ଚାଷୀଙ୍କ ଧାରଣା

ଖପ୍ରାଖୋଲ : ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨୦୨୧ କୃଷିବୀମା ରାଶି ପାଉଣା ଦାବୀରେ ସୋମବାର ଚାଷୀ ଧାରଣା ଦେଇଥିଲେ । ବୀମା କମ୍ପାନୀର ଟାଲଟୁଳ ନୀତି ବିରୋଧରେ ସ୍ଥାନୀୟ ପେଟ୍ରୋଲ ପମ୍ପ ଠାରେ ଏକତ୍ରିତ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ଶୋଭାଯାତ୍ରରେ ତହସିଲ କାର୍ଯ୍ୟାଳୟରେ
Read More...

ମାଁ ଇଷ୍ଟଦେବୀ ଯୁବକଳା ପରିଷଦର ସମ୍ବର୍ଦ୍ଧନା ସଭା

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ବଲସକୁମ୍ପା ପ୍ରସିଦ୍ଧ ସ୍ଥାନ ମାଁ ବରାଳଦେବୀଙ୍କ ସ୍ଥାନୀୟ ମାଁ ଇଷ୍ଟଦେବୀ ଯୁବକଳା ପରିଷଦ ଅଗ୍ରଣୀ ଯୁବକ ସଂଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ନବ ନିର୍ବାଚିତ ସଭାପତି ବୈଦ୍ୟନାଥ ବେହେରାଙ୍କ ସୂଚନା
Read More...

ଇସ୍ତଫା ପରେ ଆଜାଦଙ୍କ ପ୍ରଥମ ପ୍ରତିକ୍ରିୟା :
ଦଳ ଛାଡ଼ିବାକୁ ମୋତେ ବାଧ୍ୟ କରାଗଲା

ନୂଆଦିଲ୍ଲୀ : ଅଭିଜ୍ଞ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବି ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରଠୁ ତାଙ୍କର ଏହି ନିଷ୍ପତ୍ତି ଓ ତାଙ୍କ ବ୍ୟକ୍ତିତ୍ୱ ସଂପର୍କରେ ଦଳର ବହୁ ବରିଷ୍ଠ ନେତା ବିବୃତି ଦେଇଚାଲିଛନ୍ତି । ଏପରି କି,ଆପ୍‌ ଓ ବିଜେପି ମଧ୍ୟ ଟିପ୍ପଣୀ ଦେଉଛନ୍ତି । କିନ୍ତୁ
Read More...

ସେପ୍ଟେମ୍ବର ୬ରେ ପୁରୀରେ ଗଣେଶ ପୂଜା ଭସାଣୀ

ପୁରୀ : ପୁରୀ ସହରର ଗଣେଶ ପୂଜା ଭସାଣୀ ସେପ୍ଟେମ୍ବର ୬ ତାରିଖରେ ଅନୁଷ୍ଠିତ ହେବ । ଭସାଣୀରେ ସାମିଲ ହେବାକୁ ଚାହୁଁ ଥିବା ମେଢ଼ମାନେ ଶରଧାବାଲିରେ ଏକତ୍ରିତ ହେବା ପରେ ମଙ୍ଗଳାହାଟ ସ୍ଥିତ ଅସ୍ଥାୟୀ ବିସର୍ଜନ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ ବୋଲି ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି ।
Read More...

ଗନ୍ଧରାଡି କଲେଜରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ଗନ୍ଧରାଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଅଶୋକ କୁମାର ପାଣ୍ଡିଆ ଯୋଗ ଦେଇ ଛାତ୍ର
Read More...

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୭ ବର୍ଷ ଜେଲ

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ୱତନ୍ତ୍ର ପୋକ୍ସ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୨ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ କୁଶ ପରିଛାକୁ ଦୋଷୀ
Read More...

ଘୁ ଉଦୟଗିରି ଆଦର୍ଶ ଥାନାରେ ନୂତନ ଅଧିକାରୀ ଭାବେ ଅଜୟ କୁମାର୍‌ ସ୍ୱାଇଁଙ୍କ ଯୋଗଦାନ

ଘୁ ଉଦୟଗିରି: ଆଦର୍ଶ ଥାନା ଘୁ.ଉଦୟଗିରିରେ କାର୍ଯ୍ୟରତ ଏସଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ପରେ ତାଙ୍କ ପରିବାର ଲୋକ ଧାରଣାରେ ଥାନା ସମ୍ମୁଖରେ ବସିଥିଲେ । ସକାଳ ୯ ଟା ଠାରୁ ସନ୍ଧ୍ୟା ୯ ପର୍ଯ୍ୟନ୍ତ ୧୨ ଘଣ୍ଟା ଧାରଣାରେ ବସିବା ପରେ ଅନେକ ଆଲୋଚନା ସ୍ଥାନୀୟ ତହସିଲଦାର, ଡିଏସପି,
Read More...

କୋଶଳ ଆବାସିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ସୁବର୍ଣ୍ଣପୁର: କୋଶଳ ଆବାସିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଉଦଘାଟିତ ହୋଇଯାଇଛି । ଇତ୍ୟବସରରେ ମୁଖ୍ୟ ଅତିଥି ଭାବେ ସୋନପୁର ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ବରିଷ୍ଠ ପ୍ରଧ୍ୟାପକ ଉମାକାନ୍ତ ନାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାହାରା ଟ୍ରଷ୍ଟ
Read More...