ଆଜି ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା । ଦକ୍ଷିଣ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ ରୂପ ନେବ। ଯାହାର ପ୍ରଭାବରେ ଆଜିଠୁ ରାଜ୍ୟରେ ଜାରି ରହିବ ବର୍ଷା। ମାଲକାନଗିରି, କୋରାପୁଟ, ଗଜପତି, ଗଂଜାମ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି,
Read More...

ଗଜପତି ମହାରାଜାଙ୍କ ପବିତ୍ର ସୁନିଆ ଉତ୍ସବ

ପୁରୀ : ଗଜପତି ମହାରାଜାଙ୍କ ଶ୍ରୀନହରରେ ଅନୁଷ୍ଠିତ ହୋଇଛି ପବିତ୍ର ସୁନିଆ ଉତ୍ସବ । ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୩୦ ସାଲ ୬୫ ଅଙ୍କର ପ୍ରବେଶ । ଏହି ଅବସରରେ ଆଜି ସନ୍ଧ୍ୟାରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ସୁନିଆଁ ଉତ୍ସବ । ଆଜିଠାରୁ ଗଜପତି
Read More...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର ୧୩ ନମ୍ବର ୱାର୍ଡ କେନ୍ଦୁପଦର ସାହିରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ଲଷ୍ମୀ ରାଉତ ୩୮ ବର୍ଷ । ସାହିଲୋକ ପୋଲିସକୁ ଖବର ଦେଲାପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମେଡିକାଲକୁ ପଠାଇଛି
Read More...

ପ୍ରେମିକକୁ ହତ୍ୟା ଘଟଣାର ପର୍ଦ୍ଦାଫାସ, ୭ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଗ୍ରାମ ପଞ୍ଚାୟତର ପୁଟୁକିପାଲି ଜଙ୍ଗଲରୁ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରିଥିଲା ପୋଲିସ୍‌ । ଶବ ଉଦ୍ଧାରର ଦୁଇଦିନ ମଧ୍ୟରେ ହତ୍ୟାକାଣ୍ଡର ଗୁମର ଖୋଲିଛି ବାଲିଗୁଡ଼ା ପୋଲିସ୍‌ । ଏହା
Read More...

ଫୋନ୍‌ ଟ୍ୟାପିଙ୍ଗ୍‌ ମାମଲାରେ ଏନ୍‌ଏସ୍‌ଇର ପୂର୍ବତନ ମୁଖ୍ୟ ଗିରଫ

ନୂଆଦିଲ୍ଲୀ: ୨୦୦୯ରୁ ୨୦୧୭ ମଧ୍ୟରେ ‘ଏକ୍ସଚେଞ୍ଜ୍‌’ର କର୍ମଚାରୀମାନଙ୍କର ଫୋନ୍‌ ବେଆଇନ୍‌ ଭାବେ ଟ୍ୟାପିଙ୍ଗ୍‌ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରବର୍ତ୍ତନ ର୍ନିେଶାଳୟ ‘ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌’ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ରବି ନାରାୟଣଙ୍କୁ ଗିରଫ କରିଛି ।
Read More...

ଉପରାଜ୍ୟପାଳଙ୍କ ମାନହାନି ନୋଟିସ୍‌ ଚିରିଦେଲେ ‘ଆପ୍‌’ ନେତା

ନୂଆଦିଲ୍ଲୀ: ଖଦୀ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ଉପରାଜ୍ୟପାଳ ଭି. କେ. ସାକ୍‌ସେନାଙ୍କଦ୍ୱାରା ପ୍ରେରିତ ମାନହାନି ନୋଟିସ୍‌କୁ ଆଜି ‘ଆମ୍‌ ଆଦ୍‌ମି ପାର୍ଟି’ ସାଂସଦ ସଞ୍ଜୟ ସିଂହ ଚରି ଦେଇଛନ୍ତି । ଉକ୍ତ ନୋଟିସ୍‌କୁ ଚିରି ପକାଇ ରାଜ୍ୟସଭା ସାଂସଦ ଉପରାଜ୍ୟପାଳ ସାକ୍‌ସେନ୍‌ଙ୍କୁ କଟୂ
Read More...

ଲିଜ୍‌ ଟ୍ରସ୍‌ଙ୍କ କ୍ୟାବିନେଟରେ ଭାରତୀୟ ବଂଶୋଦ୍ଭବ

ଲଣ୍ଡନ୍‌ : ବ୍ରିଟେନର ନବନିର୍ବାଚିତ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଭାରତୀୟ ବଂଶୋଦ୍ଭବ ବାରିଷ୍ଟର୍‌ ସୁଏଲା ବ୍ରେଭର୍‌ମ୍ୟାନ୍‌ଙ୍କୁ ୟୁକେର ଗୃହ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ତାଙ୍କ ପୂର୍ବରୁ ପ୍ରୀତି ପଟେଲ୍‌ ନାମ୍ନୀ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏହି ପଦବୀରେ ଥିଲେ ।
Read More...

ଜଗତସିଂହପୁର ବିଧାୟକଙ୍କ ଦ୍ୱାରା ବଜ଼ାର କମିଟିର ନୂତନ ଗୃହ ଉଦଘାଟିତ

ଜଗତସିଂହପୁର : ଜଗତସିଂହପୁର ନିୟନ୍ତ୍ରିତ ବଜାର କମିଟିର ନୂତନ ଗୃହର ଶୁଭ ଉଦଘାଟନ କରିଛନ୍ତି ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି । ଏହି ଉତ୍ସବରେ ଜ଼ିଲ୍ଲାପରିଷଦ ସଭାପତି ମନୋଜ କୁମାର ଭୋଇ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ
Read More...

ଏନଏସି କାର୍ଯ୍ୟାଳୟ ତରଫରୁ ଆଜାଦି କା ଅମୃତ ମହୋତ୍ସବ

ଘୁ.ଉଦୟଗିରି : ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ସାରା ରାଜ୍ୟରେ ଆସନ୍ତା ଗାନ୍ଧି ଜୟନ୍ତି ପର୍ଯ୍ୟନ୍ତ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯିବ । ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୧ ନଂ ୱାର୍ଡ଼ ପରିଚୟ ଗୃହ ଠାରେ ଆଜାଦି କା ଅମୃତ ମହୋତ୍ସବ ୱାର୍ଡ଼ ବାସିନ୍ଦାଙ୍କୁ
Read More...

ନବରଙ୍ଗପୁରରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

ନବରଙ୍ଗପୁର : ସ୍ୱାଧୀନତାର ୭୫ ବର୍ଷ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସମଗ୍ର ରାଜ୍ୟ ରେ ଦେଶମାତୃକା ପାଇଁ ଲଢେଇ କରି ବଳିଦାନ ଦେଇଥିବା, ତ୍ୟାଗ କରିଥିବା ବୀର ସ୍ୱାଧିନତା ସଂଗ୍ରାମୀଙ୍କ ଅପାସର କାହାଣୀ,ଭାଇଚାରା ସମ୍ପର୍କର ବାର୍ତ୍ତା ବହନ କରୁଥିବା ଅହିଂସା ରଥ ପଡିଶା ଜିଲ୍ଲା
Read More...