ଶ୍ରମିକମାନଙ୍କୁ ପାରିଶ୍ରମିକ ମିଳିନଥିବାରୁ ଅସନ୍ତୋଷ : ବନକର୍ମଚାରୀଙ୍କୁ ଆଠ ଘଣ୍ଟା ଅଟକ
ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ପାଟଣାଗଡ଼ ବନାଞ୍ଚଳ ରେଞ୍ଜ ଲରମ୍ଭା ସର୍କଲର ବାନ୍ଧେନମାଲ ଗ୍ରାମରେ ବନକର୍ମଚାରୀଙ୍କୁ ଦୀର୍ଘ ୮ ରୁ ୧୦ ଘଣ୍ଟା ଧରି ଅଟକ ରଖିଥିଲେ । ସୂଚନା ଅନୁୟାୟୀ, ଲରମ୍ଭା ସର୍କଲର ବାନ୍ଧେନମାଲ ଓ ଖୋଲାଗଡ଼ ଗ୍ରାମରେ ବନବିଭାଗ ତରଫରୁ ମନରେଗା ଯୋଜନାରେ କାମ ହୋଇଥିଲା । ଉକ୍ତ!-->…
Read More...
Read More...