ଜାତୀୟ ପ୍ରତିଯୋଗିତାରେ ଅବକାରୀ ବିଭାଗ ଏସଆଇ କିଶୋର ଚନ୍ଦ୍ର ରଥଙ୍କ ସଫଳତା

ପାରଳାଖେମୁଣ୍ଡି : ମଧ୍ୟପ୍ରଦେଶର ଇନ୍ଦୋର ଜାତୀୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ୭ତମ ଏସବିକେଏଫ ଗେମ୍ସ ୨୦୨୨ ରେ ଭାଗ ନେଇଥିବା କ୍ରୀଡ଼ାବିତ ତଥା ଗଜପତି ଜିଲ୍ଲା ଅବକାରୀ ବିଭାଗର କାର୍ଯ୍ୟରତ ଏସଆଇ କିଶୋର ଚନ୍ଦ୍ର ରଥ ଦୁଇଟି ବିଭାଗରେ କୃତିତ୍ୱ ହାସଲ କରିଥିବାର ଜଣାପଡ଼ିଛି । ସେ ମୋଟ
Read More...

ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ପଥର ଖାଦାନ କ୍ଷତିଗ୍ରସ୍ତ ଗ୍ରାମବାସୀ

ଦଶପଲ୍ଲା : ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଙ୍କାଳ ସାହି ଗ୍ରାମ ନିକଟରେ ଥିବା କଳା ମୁଗୁନି ପାହାଡ଼ଟିକୁ ସରକାରଙ୍କ ପକ୍ଷରୁ ନିଲାମ କରାଯାଇଛି । ପାହାଡ଼ରେ ପ୍ରତ୍ୟେକ ଦିନ ବିସ୍ଫୋରଣ ଏବଂ ବଡ଼ବଡ଼ ଭାଇବ୍ରେଟର ମେସିନ ଦ୍ୱାରା ପଥର
Read More...

ଲେଦର୍ କାରିଗରଙ୍କ ଦକ୍ଷତା ବୃଦ୍ଧି ସହ ଇ-କମର୍ସରେ ଯୋଡ଼ିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଚେନ୍ନାଇ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଚେନ୍ନାଇ ସ୍ଥିତ ଲେଦର ସେକ୍ଟର ସ୍କିଲ୍ କାଉନସିଲ୍ ଠାରେ ଚମଡା ଶିଳ୍ପ ଜଗତରେ ଦକ୍ଷତା ବିକାଶ ପାଇଁ ସ୍କେଲ୍ (ସ୍କିଲ୍  ସାର୍ଟିଫିକେସନ ଆସେସମେଣ୍ଟ ଫର୍ ଲେଦର ଏମ୍ପଲଏଜ୍) ଆପର ଶୁଭାରମ୍ଭ
Read More...

ପୂର୍ବତନ ଥାନା ଆଇଆଇସିଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସନ୍ତୋଷ କୁମାର ଜେନା ଏକ ଲାଞ୍ଚ ମାମଲାର ବିଚାର କରି ପୂର୍ବତନ ଚକାପାଦ ଥାନା ଅଧିକାରୀ ହରିବନ୍ଧୁ ପରିଡ଼ାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକା ୪ ମାସ
Read More...

ଗଦିଙ୍ଗିଆ ଗ୍ରାମବାସୀଙ୍କ ପାଇଁ ମୌଳିକ ସେବା ସାତସପନ

ଘୁ.ଉଦୟଗିରି: ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ବର୍ଷ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କାର ଅର୍ଥ ବ୍ୟୟବରାଦ କରୁଛନ୍ତି । କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଳକର କଳିଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ
Read More...

ଲକ୍ଷ୍ମୀ ନାଳରେ ଭାସି ଜଣେ ମୃତ, ଦୁଇଦିନ ପରେ ମୃତଦେହ ଉଦ୍ଧାର

ହରଭଙ୍ଗା : ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଲକ୍ଷ୍ମୀ ନାଳ ପାଣିରେ ଭାସି ଯାଇ ଜଣେ ଯୁବକ ମୃତ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ପୁରୁଣାକଟକ ଥାନା ଅନ୍ତର୍ଗତ ସାଲକଟା ଗ୍ରାମର ପ୍ରମୋଦ ଭୋକ୍ତା(୪୬) । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି ।
Read More...

ବଡ଼ଚଣା ଡାକ୍ତରଖାନାରେ ପ୍ରସୂତି ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା, ବ୍ୟାପକ ପୁଲିସ ମୁତୟନ

ଚଣ୍ଡିଖୋଲ: ମା ଓ ଶିଶୁ ସୁରକ୍ଷା ପାଇଁ ସରକାର ବହୁ ଯୋଜନା କରୁଛନ୍ତି, ହେଲେ ଡାକ୍ତରଙ୍କ ସାମାନ୍ୟ ଅବହେଳା ଯୋଗୁଁ ଅକାଳରେ ଝଡି ପଡୁଛି ମା । ଏମିତି ଚିତ୍ର ଆସିଛି ବଡ଼ଚଣାରୁ । ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବଡ଼ଚଣା ଗ୍ରାମର ପ୍ରଶାନ୍ତ ବାହାଲିଆଙ୍କ ପତ୍ନୀ ରୋଜାଲିନ୍‌ଙ୍କର ଆଜି
Read More...

ବୈବାହିକ ଜୀବନରେ ଅସଫଳ ମହିଳାଙ୍କ ନିଆରା ପ୍ରୟାସ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଧରାକୋଟ ସ୍ଥିତ ବାଲ୍ମୀକିସ୍ୱର ଅନାଥ ଆଶ୍ରମରେ ଅନ୍ତେବାସୀଙ୍କୁ ସହାୟତାର ହାତ ବଢ଼ାଇଲେ ବୈବାହିକ ଜୀବନରେ ଅସଫଳ ହୋଇଥିବା ସମାଜସେବୀ ତଥା ଶିକ୍ଷୟତ୍ରୀ ରଶ୍ମିତା କୁମାରୀ ରାଉଳ ଓ ଓଡିଶା କିନ୍ନର ସଙ୍ଘ ସଦସ୍ୟ । ଶିକ୍ଷୟତ୍ରୀ ରଶ୍ମିତା ରାଉଳ କିଛି ମାସ ପୂ୍‌ର୍ବ
Read More...

ଦଶପଲ୍ଲା ମାଟିର ଗୌରବ ଶୃତି ସୁଲଗ୍ନା

ଦଶପଲ୍ଲା : ତୁଳସୀ ଦୁଇପତ୍ରରୁ ବାସେ । ଏ କଥା ଆଜି ପ୍ରମାଣିତ ହୋଇସାରିଛି । ଦଶପଲ୍ଲା ମାଟି ମେଧାବୀ ଛାତ୍ରୀ, କୁନି ଅଭିନେତ୍ରୀ, ତଥା କୁନି ସଙ୍ଗୀତ ସାଧିକା ଶୃତି ସୁଲଗ୍ନା ରାଜ୍ୟର ବିଭିନ୍ନ ସ୍ଥାନରେ ସଂଗୀତ ପରିବେଷଣ କରି ସମ୍ମାନିତ ହୋଇଥିବାବେଳେ ଆଜି ଦଶପଲ୍ଲା ମାଟିକୁ ପୁଣି ଥରେ ଗୌରବ
Read More...

୨୦୨୪ରେ ଓଡ଼ିଶାରେ ପଦ୍ମ ଫୁଟିବ : ଜୟନାରାୟଣ ମିଶ୍ର

ଭୁବନେଶ୍ବର: ଧାନ ବିଲରେ ସାର ସିଞ୍ଚନ ଆରମ୍ଭ ହୋଇଛି, ୨୦୨୪ରେ ଫସଲ କାଟିବୁ। ଜୋରଦାର ଲଢେଇ ହେବ, ୨୦୨୪ରେ ନବୀନଙ୍କୁ ଶାସନରୁ ହଟାଇବୁ। ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟି ଓଡ଼ିଶା ଫେରିବା ପରେ ଏହା କହିଛନ୍ତି ବିରୋଧୀ ଦଳ ନେତା
Read More...