ଭାଲୁଡୁଙ୍ଗୁରି ଗାଁରେ ଦୁଗ୍ଧ ଚାଷୀଙ୍କ ସହ ଦିନଟିଏ କାର୍ଯ୍ୟକ୍ରମ : ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧନା
ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଭାଲୁଡ଼ୁଙ୍ଗୁରି ଗାଁରେ ପ୍ରାଣୀ ସମ୍ପଦ ବିଭାଗ ଓ ଓମଫେଡର ମିଳିତ ଆନୁକୁଲ୍ୟରେ ଦୁଗ୍ଧ ଚାଷୀଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଡ଼ ସନ୍ତୋଷ କୁମାର ପଣ୍ଡା , ସି ଡି ଭି ଓ, ବଲାଙ୍ଗିର,!-->…
Read More...
Read More...