ସାହାଣୀ କପ : କେନ୍ଦୁଝର-ଯାଜପୁର ମ୍ୟାଚ ଡ୍ର , ଆରଏସପି ୪-୩ ଗୋଲରେ ବିଜୟୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଏବଂ ଫୁଟବଲ ଆସୋସିଏସନ ଅଫ ଓଡିଶା, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ସହାୟତାରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଆଜି ୬୪ତମ ସାହାଣୀ କପ ସିନିଅର ଆନ୍ତଃ ଜିଲ୍ଲା ପୁରୁଷ ଫୁଟବଲ ଟୁର୍ନାମେଣ୍ଟର ତୃତୀୟ ଦିବସର ଖେଳ ଅନୁଷ୍ଠିତ
Read More...

ସୌମ୍ୟାଶୀଙ୍କ ଏକାଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ଭାବେ ପାଳିବ କଂଗ୍ରେସ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ବିଜେଡି ଆରଡିସି ସ୍ତରୀୟ ବିକ୍ଷୋଭ ପାଇଁ ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଫ୍‌ଏମ୍‌ କଲେଜ ମୃତ ଛାତ୍ରୀଙ୍କ ଏକାଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବ କଂଗ୍ରେସ। ପିସିସି ସଭାପତି ଭକ୍ତ ଚରଣ ଦାସ ଘୋଷଣା କରି କହିଛନ୍ତି,
Read More...

ଆସୁଛି ଆଉ ଏକ ଲଘୁଚାପ, ୨୪ରୁ ଛେଚିବ

ଭୁବନେଶ୍ୱର,୧୮।୭: ଆସୁଛି ଆଉ ଏକ ବଡ଼ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୪ ତାରିଖ ବେଳକୁ ଲଘୁଚାପ ଘନିଭୂତ ହେବା ନେଇ ସ୍ପଷ୍ଟ ସୂଚନା ଜଣାପଡିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷେ ଆଭ୍ୟନ୍ତରୀଣ
Read More...

୪୫ତମ ଜନ୍ମ ଦିନ ପାଳୁଛନ୍ତି ପ୍ରିୟଙ୍କା, ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ

ଯେତେବେଳେ ସିନେମାରେ ପ୍ରକୃତ ପ୍ରତିଭାର କଥା ଉଠାଯାଏ, ପ୍ରିୟଙ୍କା ଚୋପ୍ରାଙ୍କ ନାମ ନିଶ୍ଚିତ ଭାବରେ ନିଆଯାଇଥାଏ। ଆଜି, ୧୮ ଜୁଲାଇରେ, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରିୟଙ୍କା ଚୋପ୍ରା କେବଳ ଏକ ନାମ ନୁହେଁ ବରଂ ସେ କଠିନ ପରିଶ୍ରମ ଏବଂ ଆଗ୍ରହର
Read More...

କଟକଣା ପ୍ରତ୍ୟାହାର କଲେ ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରୀ, ଅଧ୍ୟାପିକାଙ୍କ ପାଇଁ ପୂର୍ବ କଟକଣା ପ୍ରତ୍ୟାହାର କଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଘଣ୍ଟାଏରେ ବଦଳିଗଲା ନୋଟିସ। ସାଢ଼େ ୫ଟା ପରେ ବି କ୍ୟାମ୍ପସରେ ରହିପାରିବେ ଛାତ୍ରୀ ଓ ମହିଳା କର୍ମଚାରୀ। ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି  

କଟକ: ବାଲେଶ୍ୱର ଫକୀରମୋହନ  ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା  ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି  ହୋଇଛି । ଏଣିକି ଅପରାହ୍ଣ ସାଢ଼େ ୫ଟା ପରେ ବିଶ୍ୱବିଦ୍ୟାଳୟ  କ୍ୟାମ୍ପସ୍‌ରେ କୌଣସି ଅଧ୍ୟାପିକା, ମହିଳା କର୍ମଚାରୀ କିମ୍ବା
Read More...

ଦେଢଶୁରଙ୍କ କୋଦାଳ ଚୋଟରେ ଭାଇବୋହୂଙ୍କ ମୃତ୍ୟୁ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଢେପାଗୁଡା ଗ୍ରାମରେ ଦେଢଶୁରଙ୍କ କୋଦାଳ ଚୋଟରେ ଭାଇବୋହୂଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ସକାଳେ ଭାଇ ବୈମାଝୀ ପ୍ରେପକା ନିଜ ବିଲକୁ ଯାଇ କାମ କରୁଥିବା
Read More...

ଚତୁର୍ଥ ଟେଷ୍ଟରୁ କରୁଣ ନାୟାରଙ୍କ କଟିବ ପତା ! ଏହି ଯୁବ ବ୍ୟାଟସମ୍ୟାନଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ- କରୁଣ ନାୟାରଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯାଇଥିଲା କିନ୍ତୁ ସେ ଏହାର ଫାଇଦା ଉଠାଇପାରିଲେ ନାହିଁ। ଚତୁର୍ଥ ଟେଷ୍ଟ ପାଇଁ ଭାରତର ପ୍ଲେଇଂ ଇଲେଭେନରେ ତାଙ୍କ ସ୍ଥାନ ମିଳିବା ସମ୍ଭାବନା କମ୍ ।ଆଠ ବର୍ଷ ପରେ ଟିମ୍ ଇଣ୍ଡିଆ ପାଇଁ ପ୍ରତ୍ୟାବର୍ତ୍ତନ କରୁଥିବା କରୁଣ ନାୟାର ତାଙ୍କର ୬
Read More...

ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା

ଶ୍ରୀନଗର: ଖରାପ ପାଗ ଏବଂ ରାସ୍ତା ଧସିବା ଯୋଗୁ ଅମରନାଥ ଯାତ୍ରାକୁ ଗୋଟିଏ ଦିନ ପାଇଁ ବନ୍ଦ ହୋଇଥିଲା। ଯାହା ପରେ ଆଜି ଅର୍ଥାତ୍‌ ଶୁକ୍ରବାର ପୁଣି ଏହି ଯାତ୍ରା ଆରମ୍ଭ ହୋଇଛି। ଆଜି ସକାଳେ ବାଲତାଲ ଏବଂ ପହଲଗାମ ଉଭୟ ରୁଟ୍‌ରେ ଯାତ୍ରା ପୁଣି ଆରମ୍ଭ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ,
Read More...

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର:ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନ ଏବଂ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୁକ୍ରବାର ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୪ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ
Read More...