ନ୍ୟାୟ ଶାନ୍ତି ଓ ସଦଭାବନା ସମାଜ, କନ୍ଧମାଳର ସାଧାରଣ ସଭା

ଫୁଲବାଣୀ,୨୭/୮:-କନ୍ଧମାଳ ଜିଲ୍ଲାର ସ୍ଥାନୀୟ କରନେସନ ପଡିଆ ଠାରେ ସଭାପତି ପ୍ରସନ୍ନ ବିଷୋୟୀଙ୍କ ନେତୃତ୍ୱରେ ନ୍ୟାୟ, ଶାନ୍ତି ଓ ସଦଭାବନା ସମାଜ, କନ୍ଧମାଳର ଏକ ବିରାଟ ରାଲି ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଶାନ୍ତିପୂର୍ଣ୍ଣ ଭାବରେ ଏକ ରାଲି ମାଦିକୁନ୍ଦା ଛକରୁ ବାହାରି
Read More...

କୋର୍ଟରୁ ଜାମିନରେ ଆସିବା ପରେ ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଶ ବୋଲି କହିଲେ

ଫୁଲବାଣୀ:-ସ୍ଥାନୀୟ ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ହ୍ରିତିକ ପ୍ରଧାନ କୋର୍ଟରୁ ଜାମିନରେ ଆସିବା ପରେ ନିଜକୁ ନିର୍ଦ୍ଦୋଶ ଏବଂ ମୋତେ ଷଡଯନ୍ତ୍ର କରି ଚୋରି କେଶରେ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ । ହ୍ରିତିକଙ୍କ ଅଭିଯୋଗ ଅନୁସାରେ ଗତ ୨୦୧୩ ମସିହାରେ
Read More...

ବର୍ଷକରେ ୧୩୭୩.୭୮୩ କୋଟି ଟଙ୍କା ଆୟ କରିଛନ୍ତି ୮ଟି ଦଳ

ନୂଆଦିଲ୍ଲୀ: ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ୮ଟି ଜାତୀୟ ରାଜନୈତିକ ଦଳ ମୋଟ ୧୩୭୩.୭୮୩ କୋଟି ଟଙ୍କା ଆୟ କରିଛନ୍ତି । ସେହିପରି ଏହି ସମୟ ମଧ୍ୟରେ ଦେଶର ୨୭ଟି ଆଞ୍ଚଳିକ ରାଜନୈତିକ ଦଳ ମୋଟ ୫୩୦.୭୦୩ କୋଟି ଟଙ୍କା ଆୟ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ହେଉଛି, ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ
Read More...

ସୋମବାର ଆସ୍ଥା ଭୋଟ ଲୋଡ଼ିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ରାଜନୀତି ଏବେ ପୂରା ଗରମାଗରମ । ଦୁର୍ନୀତି ପ୍ରସଙ୍ଗକୁ ନେଇ ଦିଲ୍ଲୀର କେଜ୍ରିୱାଲ ସରକାର ଏବଂ କେନ୍ଦ୍ର ସରକାର ତଥା ବିଜେପି ମଧ୍ୟରେ ଲାଗି ରହିଥିବା ମୁହାଁମୁହିଁ ସ୍ଥିତି ବର୍ତ୍ତମାନ ଚରମ ସ୍ତରରେ ପହଞ୍ଚିଯାଇଛି । ଆପ୍‌ର ୨୦ରୁ ୨୫ ବିଧାୟକ ବିଜେପି ସହ ଯୋଗାଯୋଗ
Read More...

ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ :
ଓଡ଼ିଶାରୁ ୨ଟି,ଛାତ୍ରଛାତ୍ରୀଙ୍କୁ ସତର୍କ କରାଇଲେ ୟୁଜିିସି

ନୂଆଦିଲ୍ଲୀ: ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ଚିହ୍ନଟ କରାଯାଇଛି । ଏହି ତାଲିକା ଜାରି କରିଛି ୟୁନିଭର୍ସିଟି ଗ୍ରାଣ୍ଟ କମିସନ(ୟୁଜିସି) । ୟୁଜିସି ସଚିବ ପ୍ରଫେସର ରଜନୀଶ ଜୈନ ଆଜି ଏହି ସୂଚନା ଦେଇଛନ୍ତି । ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଚାଲୁଛି । ନକଲି ବିଶ୍ୱବିଦ୍ୟାଳୟ
Read More...

ରଞ୍ଜିତା ମହାନ୍ତି ସ୍ମୃତି ବାଳିକା ପ୍ରୋତ୍ସାହନ ବୃତ୍ତିି ପ୍ରଦାନ

ବୌଦ୍ଧ,୨୬/୮- ବୌଦ୍ଧ ବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ନୋଡ଼ାଲ ସରକାରୀ ଉଚ୍ଚ଼ ବିଦ୍ୟାଳୟ ସଭାଗୃହ ଠାରେ "ସ୍ୱର୍ଗତ ରଞ୍ଜିତା ମହାନ୍ତି ସ୍ମୃତି ବାଳିକା ପ୍ରୋତ୍ସାହନ ବୃତ୍ତି’ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉପସ୍ଥିତ ଥିବା ଅତିଥିଙ୍କ ସହ ଛାତ୍ରଛାତ୍ରୀ
Read More...

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବତ୍କୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା

ଘୁ.ଉଦୟଗିରି: ଚଳିତ ବର୍ଷ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱାୟତ୍ତ ଶାସନ ଦିବସ ପାଳନ ନିମନ୍ତେ ପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ବତ୍କୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ସିନିୟର
Read More...

ବନ୍ୟା ପ୍ଲାବିତ ଅଂଚଳରେ ପ୍ରାଣିଚିକିତ୍ସା ଶିବିର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରାଣୀ ବିଭାଗ ତରଫରୁ ଆଜି ବନ୍ୟା ପ୍ଲାବିତ ସଂକୁଲୋଇ ପଞ୍ଚାୟତ ଠାରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୪୦ରୁ ଉର୍ଦ୍ଧ୍ୱ ଗ୍ରାମ ଗୁଡିକୁ ଯାଇ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା
Read More...

ଶବ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଫୁଲବାଣୀ :ଶୁକ୍ରବାର ଶବ ରଖି ଉତ୍ତ୍ୟକ୍ତ ଲୋକଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ । ଫୁଲବାଣୀ ପିଲା ସାଲୁଙ୍କି ନଦୀର ବନ୍ୟା ଜଳର ପ୍ରଖର ସ୍ରୋତରେ ଡାକପାଲା ବ୍ରିଜରୁ ବାଇକ ଆରୋହୀ ତାପସ ରଞ୍ଜନ ଘଟାଲ ଗତ ବୁଧବାର ସନ୍ଧ୍ୟାରେ ବାଇକ ସହ ଭାସି ଯାଇଥିଲେ । ଦିନକ ପରେ ମୃତଦେହ ୧୨ କିମି ଦୂର
Read More...

ଉନ୍ନୟନ କାମର ଅଗ୍ରଗତି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସାମ୍ବାଦିକ

ସୁବର୍ଣ୍ଣପୁର- ଗତକାଲି ଅପରାହ୍ନରେ ଜିଲ୍ଲାର ବିଭିନ୍ନ ଉନ୍ନୟନ କାମର ଅଗ୍ରଗତି ବାବଦରେ ଜିଲ୍ଲାର କିଛି କର୍ତ୍ତବ୍ୟରତ ସାମ୍ବାଦିକ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେଙ୍କୁ ଭେଟି ଆଲୋଚନା କରିଛନ୍ତି। ବିଶେଷ କରି ମହାନଦୀ ବ୍ରିଜଠାରୁ କୁଞ୍ଜଛକ ପର୍ଯ୍ୟନ୍ତ ଚାଲିଥିବା ଚାରିଥାକିଆ ରାସ୍ତାର
Read More...