ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ପାଳିତ

ପାରଳାଖେମୁଣ୍ଡି : ସ୍ଥାନୀୟ ସାଇନଗରସ୍ଥିତ ଭାଗିରଥି ପାଢି ସ୍ମୃତି କଳା ପରିଷଦ ଭବନରେ ଭକ୍ତିସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ ସଭାପତିତ୍ୱ କରିବା ସହ ଦେବୀ ମଠର ମହନ୍ତ
Read More...

ଏମଜିଏନଆରଇଜିଏସ ଶ୍ରମିକ ଭାବେ କାମ କରୁନଥିବା ଲୋକଙ୍କ ଏକାଉଣ୍ଟରେ ଟଙ୍କା ପଡ଼ୁଥିବା ଅଭିଯୋଗ

ଖପ୍ରାଖୋଲ,୬/୯: ଖପ୍ରାଖୋଲ ବ୍ଲକ ଦମାଇପାଲି ପଞ୍ଚାୟତ ବଡଉଡେନ ଗାଁରେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାମରେ ଦୁର୍ନୀତି ହୋଇଥିବା ନେଇ ଶ୍ରମିକମାନେ ସୋମବାର ବ୍ଲକ କାର୍ଯ୍ୟଳୟକୁ ଆସି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଗାଁ ଜଙ୍ଗଲରେ ଟ୍ରେଞ୍ଜ କମ ବଣ୍ଡ
Read More...

୨ ଦିନିଆ ଜିଲ୍ଲାସ୍ତରୀୟ ଗୋପାଳ ଦକ୍ଷତା ତାଲିମ୍‌ ଶିବିର

ଫୁଲବାଣୀ: ଆକାନଖା ଜିଲ୍ଲା ଅନ୍ତର୍ଗତ ଯୋଜନା ମାଧ୍ୟମରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଗୋପାଳ ଦକ୍ଷତା ତାଲିମ୍‌ ଶିବିର ଏସବିଆଇ ଆରସେଟି ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଆର୍‌ସେଟି ନିର୍ଦ୍ଦେଶକ ଚନ୍ଦ୍ର ଶେଖର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ
Read More...

ଦେଦର୍ହ ଗାଁରେ ବ୍ୟାପୁଛି ଝାଡାବାନ୍ତି : ଗୋଟିଏ ପରିବାରର ଦୁଇ ମୃତ, ଗାଁରେ ପହଞ୍ଚିଲେ ଜିଲ୍ଲାପାଳ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବହାଲ ପଞ୍ଚାୟତ ଦେଦର୍ହ ଗାଁରେ ବ୍ୟାପୁଛି ଝାଡାବାନ୍ତି । ଏହି ରୋଗରେ ପ୍ରାୟ ୨୫ଜଣ ଲୋକଙ୍କ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଗୋଟିଏ ପରିବାରରୁ ଦୁଇ ଜଣଙ୍କ ଜୀବନହାନୀ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ କୁମାରୀ
Read More...

ପ୍ରେମିକକୁ ହତ୍ୟାକରି ଫିଙ୍ଗିଦେଲେ ପ୍ରେମିକାଙ୍କ ସମ୍ପର୍କୀୟ, ଗଳିତ ଶବ ଉଦ୍ଧାର

ବାଲିଗୁଡ଼ା: ପ୍ରେମିକକୁ ହତ୍ୟାକରି ଅଖାରେ ପୁରାଇ ଫିଙ୍ଗିଦେଲେ ପ୍ରେମିକାଙ୍କ ସମ୍ପର୍କୀୟ । ଏଭଳି ଏକ ନୃସଂଶ ଘଟଣା ଘଟିଥିବା ସୂଚନା ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଲଣ୍ଡାଗାଁ ଗ୍ରାମପଞ୍ଚାୟତର ପୁଟୁକିପାଲି ଅଞ୍ଚଳରେ । ୧୦ ଦିନ ପରେ ପୁଟୁକିପାଲି ନିକଟସ୍ଥ ଜଙ୍ଗଲରୁ ଆଖାରେ
Read More...

୮ରେ ବୌଦ୍ଧରେ ହେବ ପେନଶନ ଅଦାଲତ

ବୌଦ୍ଧ : ଆସନ୍ତା ୮ ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପେନଶନ ଅଦାଲତ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏ ନେଇ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଜିଲ୍ଲାର
Read More...

ଗୁରୁ ଦିବସରେ ଛାତଛାତ୍ରୀଙ୍କୁ ଦିଗଦର୍ଶନ ଦେଲେ ଜିଲ୍ଲାପାଳ

ବୌଦ୍ଧ: ବୌଦ୍ଧ ଜିଲ୍ଲା ସଂଗ୍ରହାଳୟଠାରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଗୁରୁଦିବସ ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେବା ସହିତ ଅନେକ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ଜ୍ଞାନ ବୃଦ୍ଧି ନିମନ୍ତେ ବିଦ୍ୟାଳୟରେ ନିୟୁଜ କର୍ଣ୍ଣରରେ ପ୍ରତିଦିନ ଦେଶ ବିଦେଶର
Read More...

ବିଧାନସଭା ଷ୍ଟାଣ୍ଡିଂ କମିଟି ଗସ୍ତ ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି ବୈଠକ

ବୌଦ୍ଧ : ଓଡିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ପ୍ରତିନିଧି ମଣ୍ଡଳୀ ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଆସନ୍ତା ୭ ତାରିଖ ଦିନ ବୌଦ୍ଧଜିଲା ଗସ୍ତ କରି ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ
Read More...

ବାଲୁକା କଳା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା

ପୁରୀ :ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍‌ ଟାଇମ ଆଚିଭମେଣ୍ଟ ଆୱାର୍ଡ ମିଳିବା ପରେ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା । ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜର ନିଖୁଣ ବାଲୁକକୃତି ଜରୀଆରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଶାଳ
Read More...

ଗୁରୁ ଦିବସରେ ଜାତୀୟ ପୁରସ୍କାର ପାଇଲେ ପୁରୀ ଜିଲ୍ଲାର ଶିକ୍ଷକ ଈଶ୍ୱର ନାୟକ

ପୁରୀ : ଗୁରୁଦିବସରେ ଓଡିଆ ଗୁରୁଙ୍କୁ ବଡ ଉପହାର ଦେଇଛନ୍ତି ଓଡିଆ ମହିଳା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଆଜି ଓଡିଶା ଇତିହାସ ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ପ୍ରଥମଥର ପାଇଁ ଶିକ୍ଷା ଜଗତ ସହ ଜଡିତ ଥିବା ଶିକ୍ଷକ ମାନଙ୍କୁ ମହମହୀମ ରାଷ୍ଟ୍ରପତି ପୁରଷ୍କୃତ ଓ ସମ୍ୱର୍ଦ୍ଧନା
Read More...