ଭାରତରେ ବାଂଲା ପ୍ରଧାନମନ୍ତ୍ରୀ ଶେଖ୍‌ ହସୀନା

ନୂଆଦିଲ୍ଲୀ: ଚାରି ଦିନିଆ ଭାରତ ଗସ୍ତରେ ଆଜି ଏଠାରେ ଆସି ପହଞ୍ଚିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ପରେ ସେ ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ହସିନାଙ୍କୁ ବୟନ ଓ ରେଳ ବିଭାଗର ମନ୍ତ୍ରୀ ଦର୍ଶନ ଜର୍ଡଶ ସ୍ୱାଗତ କରିଥିଲେ ।
Read More...

ଚୀନ୍‌ରେ ଭୂକମ୍ପ, ୨୧ ମୃତ

ବେଜିଂ: ଚୀନରେ ଆଜି ଏକ ବଡ଼ ଧରଣର ଭୂମିକମ୍ପ ହୋଇଛି । ସିଚୁଆନ୍‌ ଅଞ୍ଚଳରେ ଭୟଙ୍କର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂକମ୍ପ ଯୋଗୁ ବିଭିନ୍ନ ସ୍ଥାନରେ ୨୧ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି ।
Read More...

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ପୂଜନ ଉତ୍ସବ ପାଳନ

ପାଟଣାଗଡ଼ : ଆଜି ସକାଳ ୧୧ଟାରେ ସ୍ଥାନୀୟ ଶିକ୍ଷକ ଭବନ ସମ୍ମୁଖରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପବିତ୍ର ଗୁରୁଦିବସ ଅବସରରେ ଗୁରୁ ପୂଜନ ଉତ୍ସବ ପାଳନ କରାଯାଇଛି । ଏହି ପରିପେକ୍ଷୀରେ ଶିକ୍ଷକ ସଂଘର ସଭାପତି ସୂର୍ଯ୍ୟ କୁମାର ନନ୍ଦ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମୁଖ୍ୟ
Read More...

ନୂଆପାଲୀରେ ଗୁରୁସମ୍ମାନ ଉତ୍ସବ ‘ତସ୍ମେଶ୍ରୀ ଗୁରୁବେ ନମଃ’

କଣ୍ଟାମାଳ, ୫/୯-ବୌଦ୍ଧଜିଲ୍ଲା କଣ୍ଟାମାଳବ୍ଳକ ନୂଆପାଲୀଠାରେ ମୋ ସ୍କୁଲ ଅଭିଯାନ ତରଫରୁ ବିଦ୍ୟାଳୟ ପରିସରରେ ଗୁରୁଦିବସ ଅବସରରେ ଗୁରୁସମ୍ମାନ ଉତ୍ସବ ଓ ତସ୍ମେ ଶ୍ରୀ ଗୁରୁବେ ନମଃ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁ
Read More...

ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ:-ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତୁମୁଡିବନ୍ଧଠାରେ ଗୁରୁ ଦିବସ ତଥା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାରା ଭାରତ ବର୍ଷରେ ସେପ୍ଟେମ୍ବର ପାଞ୍ଚ ତାରିଖକୁ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିନକୁ ଗୁରୁଦିବସ ରୂପେ ପାଳନ କରୁଥିବା ବେଳେ ତୁମୁଡିବନ୍ଧ ସରସ୍ୱତୀ ଶିଶୁ
Read More...

ବିନିକାଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା
Read More...

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସ ନିର୍ବାଚିତ

ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସ ନିର୍ବାଚିତ ହୋଇଛନ୍ତି । ଏକ କଡା ମୁକାବିଲାରେ ସେ ଭାରତୀୟ ବଂଶୋଦ୍ଭବ ସାଂସଦ ଋଷି ସୁନକଙ୍କୁ ହରାଇଛନ୍ତି । ଥେରେସା ମେ ଏବଂ ମାର୍ଗରେଟ ଥେଚରଙ୍କ ପରେ ଲିଜ୍ ଟ୍ରସ ବ୍ରିଟେନର ତୃତୀୟ ମହିଲଆ ପ୍ରଧାନମନ୍ତ୍ରୀ ଭବେ ଶପଥ ନେବେ ।
Read More...

ହୋଟେଲ୍‌ରେ ଭୟାବହ ଅଗ୍ନିକାଣ୍ଡ; ୬ ମୃତ,୧୦ ଆହତ

ଲକ୍ଷେ୍ନø : ଉତ୍ତର ପ୍ରଦେଶର ଲକ୍ଷେ୍ନø ଅନ୍ତର୍ଗତ ହଜ୍‌ରତ୍‌ଗଞ୍ଜ୍‌ ଅଞ୍ଚଳରେ ଥିବା ବିଳାସମୟ ହୋଟେଲ୍‌ ‘ଲେବାନା’ରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନୁୂନ ୧୦ଜଣ ଆହତ ହୋଇଛନ୍ତି । ୫ ତାଲାବିଶିଷ୍ଟ ଉକ୍ତ ହୋଟେଲ୍‌ର ୪ର୍ଥ ମହଲାରେ ନିଆଁ ଲାଗିଥିଲା
Read More...

ଆସ୍ଥା ଭୋଟ ଜିତିଲେ ସୋରେନ

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭାରେ ଆଜି ହୋଇଥିବା ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆସ୍ଥା ଭୋଟ୍‌ରେ ସୋରେନ୍‌ଙ୍କ ସପକ୍ଷରେ ସମୁଦାୟ ୪୮ଟି ଭୋଟ୍‌ ପଡିଥିଲା । ଦୁର୍ନୀତି ଅଭିଯୋଗ ଆସିବା ପରେ ଅଡୁଆରେ ପଡିଯାଇଥିବା ମୁଖ୍ୟମନ୍ତ୍ରୀ ସୋରେନ୍‌ ଆଜି ଝାଡଖଣ୍ଡ
Read More...

କାର ଧକ୍କାରେ ନାବାଳିକା ଆହତ, ଡ୍ରାଇଭର ଫେରାର

ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା କଳାଖଣ୍ଡି ଠାରେ କାର ଧକ୍କାରେ ଜଣେ ନାବାଳିକା ଗୁରୁତର ହୋଇଥିବା ସୂଚନା ମିଳିଛି ।ପ୍ରାପ୍ତ ସୂଚନା ମତେ ସୋମବାର ଦିନ ୧୨ଟା ସମୟରେ କଳାଖଣ୍ଡି ଗ୍ରାମର ରୁନିତା ଭୋଇ (୧୧) ନିଜ ସମ୍ପର୍କୀୟଙ୍କ ସହ କୋଣସି କାମରେ ଆସି
Read More...