ପ୍ରଗତି ମହିଳା ସଂଗଠନ ଓ ୟୁଟେକ କମ୍ପ୍ୟୁଟର ଏଜୁକେସନର ମିଳିତ ଆନୁକୂଲ୍ୟରେ ଗୁରୁ ପୂଜନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୟୁଟେକ କମ୍ପ୍ୟୁଟର ଏଜୁକେସନ ସେଣ୍ଟରରେ ଗୁରୁ ପୂଜନ ତଥା ଗୁରୁ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ!-->…
Read More...
Read More...