ଅକ୍ଟୋବର ୩୦ରେ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ, ପ୍ରକାଶ ପାଇଲା ୧୫ ସଦସ୍ୟ ପଦ ପାଇଁ ବିଜ୍ଞପ୍ତି

ଦଶପଲ୍ଲା : - ଇତି ମଧ୍ୟରେ ସମବାୟ ନିର୍ବାଚନ ଶେଷ ପର୍ଯ୍ୟାୟ ତଥା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି । ପରିଚାଳନା ପରିଷଦର ୧୫ଗୋଟି ସଦସ୍ୟ ପାଇଁ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ନିର୍ଦ୍ଦେଶରେ ବିଜ୍ଞପ୍ତି ପ୍ରକାଶ
Read More...

ବାଲିଗୁଡ଼ାରେ ଆମ୍‌ ଆଦମୀ ପାର୍ଟିର ପ୍ରସ୍ତୁତି ବୈଠକ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ନିକଟରେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଲାରେ ଦଳ କିଭଳି ପ୍ରଦର୍ଶନ କରିବ ଏବଂ ସଙ୍ଗଠନକୁ କିଭଳି ସୁଦୃଢ଼ କରାଯାଇପାରିବ
Read More...

ପଦଯାତ୍ରାରେ ସମାଜସେବୀ ଶ୍ରୀହରି, ବୃଦ୍ଧି ପାଉଛି ଲୋକପ୍ରିୟତା

ଦଶପଲ୍ଲା : ଦଶପଲ୍ଲା ଏନଏସି ମହାବୀର ମନ୍ଦିର ନିକଟସ୍ଥ ଗଡରାଜେଶ୍ୱରୀ କ୍ଳବରେ ଗଣେଶ ପୂଜା ପାଳନ ହୋଇଯାଇଛି । ଏହି ଗଣେଶ ପୂଜା ଉତ୍ସବରେ ଦଶପଲ୍ଲାର ବିଶିଷ୍ଟ ସମାଜସେବୀ ଶ୍ରିହରୀ ନାୟକ,ଦଶପଲ୍ଲା ବିଜ୍ଞାପିତ ପରିଷଦର ଅଧକ୍ଷା ଶ୍ରୀମତୀ ପୁନମ୍‌ ପ୍ରିୟଦର୍ଶିନୀ, ପୋଖରୀ ଗୋଛା ସମିତି ସଭ୍ୟ
Read More...

ଚିଲିକାରେ ନୌକା ଦୁର୍ଘଟଣା;୨ ମୃତ

ବ୍ରହ୍ମଗିରି : ଆଜି ସନ୍ଧ୍ୟାରେ ଚିଲିକାରେ ନୌକା ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟଜଣେ ପହଁରି ପହଁରି କୂଳରେ ପହଞ୍ଚିଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗମ୍ଭାରୀଗାଁ କାଳିଜାଈ କୁଦ ନିକଟରେ ଡଙ୍ଗା ବୁଡି ଯାଇଥିଲା । ଅଗ୍ନିଶମ ବାହିନୀ ଖୋଜାଖୋଜି ପରେ ନିଖୋଜ
Read More...

ଅନ୍ତେବାସୀଙ୍କ ଦ୍ୱାରା ହେଉଛି ଜାଳେଣି କାଠ ବୁହା ଓ ଆବର୍ଜନା ସଫେଇ

ବାଲିଗୁଡ଼ା: ବିଦ୍ୟାଳୟକୁ ପିଲାଏ ଯାଉଛନ୍ତି ବିଦ୍ୟା ଆହରଣ କରିବାକୁ, ହେଲେ ବିଦ୍ୟାଳୟରେ ଅନ୍ତେବାସୀ ଜାଳେଣି କାଠ ବୋହିବା ସହ ଅଳିଆ ଆବର୍ଜନା ସଫା କରିବା କେତେଦୁର ଯୁକ୍ତିଯୁକ୍ତ । ଏକଥା ଆମେ କହୁନୁ ମିଳିଥିବା ତଥ୍ୟ କହୁଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ସୁଡ୍ରା ସରକାରୀ ଉଚ୍ଚ
Read More...

ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ମୁଖ୍ୟ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ : ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା । ପାଲଘର ଜିଲ୍ଲାରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ଗୁରୁତରଭାବେ ଆହତ ହୋଇଥିଲେ । ତାଙ୍କୁ ଡାକ୍ତରଖାନା
Read More...

ମା’ ବନଦୁର୍ଗାଙ୍କ ବାର୍ଷିକ ମହୋତ୍ସବ

ହରଭଙ୍ଗା : ହରଭଙ୍ଗା ବ୍ଲକ ଆଡେଣୀଗଡ ପଂଚାୟତ ମାଧପୁର ରାଣୀଗଞ୍ଜ ଜାତୀୟ ରାଜପଥ ୫୭ କଡରେ ଥିବା ମା ବନଦୁର୍ଗାଙ୍କ ବାର୍ଷିକ ଉତ୍ସବ ଯଥାରୀତିରେ ମହାଡମ୍ବରରେ ପାଳିତ ହୋଇଯାଇଛି । ଗତବର୍ଷ ଏହି ଦିନରେ ମାଙ୍କ ବିଘ୍ନମୂର୍ତ୍ତିକୁ ଜୀବନ୍ୟାସ କରି ପ୍ରତିଷ୍ଠା କରାଯାଇଥିଲା । କଥିତ ଅଛି ଏଠାରେ ମା
Read More...

ମ୍ୟାଗସେସେ ପୁରସ୍କାର ନେବାକୁ ମନା କଲେ ଶୈଳଜା

ନୂଆଦିଲ୍ଲୀ: କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା ସମ୍ମାନଜନକ ରମଣ ମ୍ୟାଗସେସେ ପୁରସ୍କାର ନେବାକୁ ମନା କରିଦେଇଛନ୍ତି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ତାଙ୍କ ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ୬୪ତମ ମ୍ୟାଗସେସେ ପୁରସ୍କାର ପାଇଁ ବିବେଚନା କରାଯାଇଥିଲା । ରାଜ୍ୟରେ ଯେତେବେଳେ
Read More...

ଭୈରବୀ ମନ୍ଦିରରେ ୧୬ ପୂଜା ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା:-ଆସନ୍ତା ୧୭ ରୁ ମା ଭୈରବୀଙ୍କ ଖଣ୍ଡାବସା ପର୍ବ ଆରମ୍ଭ ହେବ । ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠ ର ଗୁପ୍ତ ପୂଜା ଓ ଖଣ୍ଡା ବସା ପୂଜା ଆରମ୍ଭ ହେବ । ଏ ନେଇ ଆଜି ମନ୍ଦିର ପରିସରରେରେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନଙ୍କ
Read More...

ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର

ପୁରୀ : ନିମାପଡା ଥାନା ନିମାପଡା-ପିପିଲି ରାସ୍ତାର ଗରପଦାର ତାରେଣି ଘସଡାରେ ଥିବା ଏକ ଘରୋଇ ସ୍କୁଲ ପଛପଟେ ଏକ ପରିତ୍ୟକ୍ତ କୂଅ ଭିତରୁ ଏକ ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛ଼ି । ଘଟଣା ସ୍ଥଳରେ ନିମାପଡା ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ଶବଟି ପ୍ରାୟ ଏକ ସପ୍ତାହ
Read More...